ଦେଶ ବିଦେଶ

Abudhabi: ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଲେ ଆବୁଧାବି କ୍ରାଉନ୍‌ ପ୍ରିନ୍ସ

ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଆବୁଧାବି କ୍ରାଉନ୍ସ ପ୍ରିନ୍ସ ଶେଖ୍‌ ଖଲିଦ୍‌ ବିନ୍‌ ମହମଦ ବିନ୍‌ ଜୟେଦ ଅଲ ନାହୟାନ ବିମାନ ବନ୍ଦରରେ ତାଙ୍କ କାର୍‌ ଡ୍ରାଇଭରଙ୍କ ପ୍ରତି ଦେଖାଇଥିବା ଆଚରଣ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଆବୁଧାବି କ୍ରାଉନ୍ସ ପ୍ରିନ୍ସ ଶେଖ୍‌ ଖଲିଦ୍‌ ବିନ୍‌ ମହମଦ ବିନ୍‌ ଜୟେଦ ଅଲ ନାହୟାନ ବିମାନ ବନ୍ଦରରେ ତାଙ୍କ କାର୍‌ ଡ୍ରାଇଭରଙ୍କ ପ୍ରତି ଦେଖାଇଥିବା ଆଚରଣ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। କ୍ରାଉନ୍‌ ପ୍ରିନ୍ସ କାର୍‌ରୁ ଓହ୍ଲାଇ ବିମାନ ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ହଠାତ୍‌ ପୁଣି କାର୍‌ ଡ୍ରାଇଭରଙ୍କ ନିକଟକୁ ଫେରି ତାଙ୍କ ସହିତ କରମର୍ଦ୍ଦନ କରିବା ସହ ପିଠିରେ ହାତ ଥାପୁଡ଼େଇ କିଛି କଥା ହୋଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button