ରାଜ୍ୟ
Indigenous paddy: ହଜିଯାଉଛି ଦେଶୀ ଧାନ ବିହନ: ରାସାୟନିକ ସାର ବ୍ୟବହାରରୁ କମୁଛି ମାଟିର ଉର୍ବରତା
ଅଧିକ ଓ କମ୍ ସମୟରେ ଅମଳ ଆଶାରେ ଚାଷୀଙ୍କ ମଧ୍ୟରେ ହାଇବ୍ରିଡ୍ ବିହନର ଚାହିଦା ବଢ଼ିଛି। ଏହା ସହ ଡିଏପି, ୟୁରିଆ ଓ ପଟାସ୍ ଭଳି ରାସାୟନିକ ସାର ବ୍ୟବହାର ମାତ୍ରା ମଧ୍ୟ ବଢ଼ିଛି। ଫଳରେ ଜୈବ ବିବିଧତାରେ ସମୃଦ୍ଧ କୋରାପୁଟର ସଂରକ୍ଷିତ ଦେଶୀଧାନ ବିହନ ଏବେ ସଂକଟରେ।

ଜୟପୁର: ଅଧିକ ଓ କମ୍ ସମୟରେ ଅମଳ ଆଶାରେ ଚାଷୀଙ୍କ ମଧ୍ୟରେ ହାଇବ୍ରିଡ୍ ବିହନର ଚାହିଦା ବଢ଼ିଛି। ଏହା ସହ ଡିଏପି, ୟୁରିଆ ଓ ପଟାସ୍ ଭଳି ରାସାୟନିକ ସାର ବ୍ୟବହାର ମାତ୍ରା ମଧ୍ୟ ବଢ଼ିଛି। ଫଳରେ ଜୈବ ବିବିଧତାରେ ସମୃଦ୍ଧ କୋରାପୁଟର ସଂରକ୍ଷିତ ଦେଶୀଧାନ ବିହନ ଏବେ ସଂକଟରେ। ମାଟିର ଉର୍ବରତା କମୁଥିବାରୁ ଅନେକ ପାରମ୍ପରିକ କିସମ ବିହନ ବ୍ୟବହାର ମଧ୍ୟ ସୀମିତ ହୋଇଯାଇଛି।
ସୌଜନ୍ୟ ସମ୍ବାଦ




