ମନୋରଞ୍ଜନ

Odia Cinema: ୪୦ ବର୍ଷରେ ଓଡ଼ିଆ ସିନେମା

୧୯୮୬ ଥିଲା ଓଡ଼ିଆ ସିନେମାର ଏକ ଘଟଣାବହୁଳ ବର୍ଷ। ଏହି ବର୍ଷ ବେଶ୍ କେତୋଟି ସଫଳ ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା। ସେଥିମଧ୍ୟରୁ ‘ଏଇ ଆମ ସଂସାର’ ଅନ୍ୟତମ। ଏହି ଛବିର ନିର୍ମାଣକୁ ୪୦ ବର୍ଷ ପୂର୍ତ୍ତି ହୋଇଛି।

୧୯୮୬ ଥିଲା ଓଡ଼ିଆ ସିନେମାର ଏକ ଘଟଣାବହୁଳ ବର୍ଷ। ଏହି ବର୍ଷ ବେଶ୍ କେତୋଟି ସଫଳ ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା। ସେଥିମଧ୍ୟରୁ ‘ଏଇ ଆମ ସଂସାର’ ଅନ୍ୟତମ। ଏହି ଛବିର ନିର୍ମାଣକୁ ୪୦ ବର୍ଷ ପୂର୍ତ୍ତି ହୋଇଛି। ମଲ୍‌ଟି ଷ୍ଟାରର୍ ‘ଏଇ ଆମ ସଂସାର’ରେ ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ତନ୍ଦ୍ରା, ଅପରାଜିତା, ବୈଶାଳୀ, ସୁଜାତା ଆନନ୍ଦ, ହର ପଟ୍ଟନାୟକ, ଅସିତ ପତି ଓ ଶିଶିର ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।  ଧୀର ବିଶ୍ବାଳଙ୍କ ପ୍ରଯୋଜିତ ତଥା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାର ସ୍ମୃତିଚାରଣ କରୁଛନ୍ତି ଶିବଶଙ୍କର ଓଝା

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button