ଦେଶ ବିଦେଶ

War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତ ପାଇଁ ଆଲୋଚନା ଆରମ୍ଭ କରିବାକୁ ଇରାନ କତର ମଧ୍ୟସ୍ଥଙ୍କ ଜରିଆରେ ଆମେରିକା ନିକଟକୁ ୭ଟି ସର୍ତ୍ତ ପଠାଇଛି। ଏହାସହ ଦାବି ପ୍ରତ୍ୟାଖ୍ୟାନ ହେଲେ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନେଇ ୱାସିଂଟନ୍‌କୁ କଡ଼ା ଚେତାବନୀ...

ତେହେରାନ୍‌: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତ ପାଇଁ ଆଲୋଚନା ଆରମ୍ଭ କରିବାକୁ ଇରାନ କତର ମଧ୍ୟସ୍ଥଙ୍କ ଜରିଆରେ ଆମେରିକା ନିକଟକୁ ୭ଟି ସର୍ତ୍ତ ପଠାଇଛି। ଏହାସହ ଦାବି ପ୍ରତ୍ୟାଖ୍ୟାନ ହେଲେ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନେଇ ୱାସିଂଟନ୍‌କୁ କଡ଼ା ଚେତାବନୀ ଦିଆଯାଇଛି। ଇରାନର ସୁପ୍ରିମ ନାସନାଲ ସିକ୍ୟୁରିଟି କାଉନ୍ସିଲ ସଚିବ ମୋହସେନ୍ ରେଜାଇ କହିଛନ୍ତି ଯେ କତର ତେହେରାନ୍‌ର ସର୍ତ୍ତଗୁଡ଼ିକୁ ୱାସିଂଟନ୍‌କୁ ଜଣାଇ ଦେଇଛି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜବାବକୁ ଇରାନ ଅପେକ୍ଷା କରିଛି। ରେଜାଇ ଦର୍ଶାଇଛନ୍ତି ଯେ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ସମାପ୍ତ, ଇରାନର ଜବତ ପାଣ୍ଠି ଓ ଆର୍ଥିକ କଟକଣା ପ୍ରତ୍ୟାହାର ଏବଂ ନୌସେନା ଅବରୋଧ ହଟାଇବା ଏହି ସର୍ତ୍ତସମୂହରେ ସାମିଲ ଅଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button