ରାଜ୍ୟ
Niranjan: ମାଳି ପର୍ବତ ବଞ୍ଚିଲେ ଓଡ଼ିଶା ବଞ୍ଚିବ: ନିରଞ୍ଜନ
ଲକ୍ଷ୍ମଣ ନାୟକ ଅନ୍ୟାୟ ବରୋଧରେ ଲଢ଼ି ଫାଶୀଖୁଣ୍ଟରେ ଝୁଲିଥିଲେ। ଏବେ ସମୟ ଆସିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଦାୟାଦ ସାମ୍ନାକୁ ଆସି ସଂଗ୍ରାମ କରନ୍ତୁ ଓ ନିଜ ମାଟିକୁ ବଞ୍ଚାନ୍ତୁ। ମାଳି ପର୍ବତ ବଞ୍ଚିଲେ ହିଁ ଓଡ଼ିଶା ବଞ୍ଚିବ।

ରାୟଗଡ଼ା: ଲକ୍ଷ୍ମଣ ନାୟକ ଅନ୍ୟାୟ ବରୋଧରେ ଲଢ଼ି ଫାଶୀଖୁଣ୍ଟରେ ଝୁଲିଥିଲେ। ଏବେ ସମୟ ଆସିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଦାୟାଦ ସାମ୍ନାକୁ ଆସି ସଂଗ୍ରାମ କରନ୍ତୁ ଓ ନିଜ ମାଟିକୁ ବଞ୍ଚାନ୍ତୁ। ମାଳି ପର୍ବତ ବଞ୍ଚିଲେ ହିଁ ଓଡ଼ିଶା ବଞ୍ଚିବ। ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟର ଶତାଧିକ ଝରଣାକୁ ଶୁଖିବାକୁ ଦେବା ନାହିଁ ବୋଲି ଆହ୍ବାନ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ସୌଜନ୍ୟ ସମ୍ବାଦ




