ରାଜ୍ୟ

Choudwar Jail: ଚୌଦ୍ବାର ଜେଲ୍ ବିବାଦ: ରଫାଦଫା ପାଇଁ ଦେଇଥିବା ଆଫିଡେଭିଟ୍ ଜବତ

ଚୌଦ୍ବାର ସର୍କଲ ଜେଲ୍‌ର ତତ୍କାଳୀନ ଜେଲର ସନ୍ତୋଷିିନୀ ଦାଶଙ୍କ ଅଭିଯୋଗ ଆଧାରରେ ଚୌଦ୍ବାର ଥାନା ପୁଲିସ ତନାଘନା ଆରମ୍ଭ କରିଛି। ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ହ୍ବାଟ୍‌ସଆପରେ ସନ୍ତୋଷିନୀଙ୍କୁ ଦେଇଥିବା ମେସେଜ୍‌ ପୁଲିସ ଜବତ କରିଛି।

କଟକ: ଚୌଦ୍ବାର ସର୍କଲ ଜେଲ୍‌ର ତତ୍କାଳୀନ ଜେଲର ସନ୍ତୋଷିିନୀ ଦାଶଙ୍କ ଅଭିଯୋଗ ଆଧାରରେ ଚୌଦ୍ବାର ଥାନା ପୁଲିସ ତନାଘନା ଆରମ୍ଭ କରିଛି। ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ହ୍ବାଟ୍‌ସଆପରେ ସନ୍ତୋଷିନୀଙ୍କୁ ଦେଇଥିବା ମେସେଜ୍‌ ପୁଲିସ ଜବତ କରିଛି। ଏହା ସହିତ କଲ୍ ଡିଟେଲ୍ ରେକର୍ଡ ମଧ୍ୟ ପୁଲିସ ଜବତ କରି ଏହାକୁ ଅନୁଧ୍ୟାନ ଚଳାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button