ଖେଳ

Women Hockey Team: ହକି: ଭାରତୀୟ ମହିଳା ଦଳ ସେମିର ନିକଟତର

ଭାରତୀୟ ମହିଳା ହକି ଦଳ ଚଳିତ ଏସୀୟ କ୍ରୀଡ଼ାରେ ଲଗାତାର ୪ ବିଜୟ ସହ ସେମିଫାଇନାଲ୍‌ର ନିକଟତର ହୋଇଛି। ଗ୍ରୁପ୍‌-ବିରେ ଉଜବେକିସ୍ତାନକୁ ୧୯-୦, ଇଣ୍ଡୋନେସିଆକୁ ୧୭-୧ ଓ ଥାଇଲାଣ୍ଡକୁ ୨୦-୧ରେ ହରାଇଥିବା ଭାରତ ଶୁକ୍ରବାର ନିଜର ଚତୁର୍ଥ ମ୍ୟାଚ୍‌ରେ ଆୟୋଜକ...

ଗିଫୁ: ଭାରତୀୟ ମହିଳା ହକି ଦଳ ଚଳିତ ଏସୀୟ କ୍ରୀଡ଼ାରେ ଲଗାତାର ୪ ବିଜୟ ସହ ସେମିଫାଇନାଲ୍‌ର ନିକଟତର ହୋଇଛି। ଗ୍ରୁପ୍‌-ବିରେ ଉଜବେକିସ୍ତାନକୁ ୧୯-୦, ଇଣ୍ଡୋନେସିଆକୁ ୧୭-୧ ଓ ଥାଇଲାଣ୍ଡକୁ ୨୦-୧ରେ ହରାଇଥିବା ଭାରତ ଶୁକ୍ରବାର ନିଜର ଚତୁର୍ଥ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଲାଲରେମସିଆମିଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button