ଖେଳ
Shooting: ଏସୀୟ ରେକର୍ଡ ସହ କମଲଜିତ-ସୁରୁଚିଙ୍କୁ ସ୍ବର୍ଣ୍ଣ; ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଦଳକୁ ରୌପ୍ୟ
ଚଳିତ ଏସୀୟ କ୍ରୀଡ଼ାରେ ଶୁକ୍ରବାର ବନ୍ଧୁକଚାଳନାରୁ ଭାରତକୁ ଯୁଗଳ ଖୁସି ମିଳିଛି। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୋଡ଼ି କମଲଜିତ ଓ ସୁରୁଚି ସିଂହ ଏସୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ ଦଳକୁ ରୌପ୍ୟ ମିଳିଛି।

ଆଇଚି: ଚଳିତ ଏସୀୟ କ୍ରୀଡ଼ାରେ ଶୁକ୍ରବାର ବନ୍ଧୁକଚାଳନାରୁ ଭାରତକୁ ଯୁଗଳ ଖୁସି ମିଳିଛି। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଯୋଡ଼ି କମଲଜିତ ଓ ସୁରୁଚି ସିଂହ ଏସୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ ଦଳକୁ ରୌପ୍ୟ ମିଳିଛି। ଚଳିତ ଏସୀୟ କ୍ରୀଡ଼ା ବନ୍ଧୁକଚାଳନାରେ ଭାରତର ପ୍ରଥମ ଏବଂ ମୋଟ ଉପରେ ଦ୍ବିତୀୟ ସ୍ବର୍ଣ୍ଣ। ପୂର୍ବରୁ ମହିଳା କ୍ରିକେଟ୍ ଦଳ ଭାରକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲା।
ସୌଜନ୍ୟ ସମ୍ବାଦ




