ରାଜ୍ୟ

Heavy rain: ଉଦ୍ଧାର ହୋଇପାରିଲେ ନି ପ୍ରସୂତି, ନଦୀର ପ୍ରଖର ସ୍ରୋତରେ ଓଲଟିଲା ଡଙ୍ଗା

ନଈ ଆରପଟେ ଫସି ରହିଲେ ଗର୍ଭବତୀ। ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି କରାଯାଇ ପାରିଲା ନାହିଁ ଉଦ୍ଧାର। ଆଉ ନିଜ ଘରେ ହିଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ଦମକଳ ବାହିନୀର ବୋଟ୍ ନଦୀର ପ୍ରଖର ସ୍ରୋତରେ ଓଲଟି...

ଭଞ୍ଜନଗର (ବିଶ୍ବମ୍ବର ଜେନା): ନଈ ଆରପଟେ ଫସି ରହିଲେ ଗର୍ଭବତୀ। ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି କରାଯାଇ ପାରିଲା ନାହିଁ ଉଦ୍ଧାର। ଆଉ ନିଜ ଘରେ ହିଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ଦମକଳ ବାହିନୀର ବୋଟ୍ ନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିବାରୁ ବାଧ୍ୟ ହୋଇ ବନ୍ଦ କରିଲେ ଉଦ୍ଧାର କାର୍ଯ୍ୟ। ପ୍ରବଳ ବର୍ଷାର ବିତ୍ପାତ ଭିତରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button