ଖେଳ

Cricket: ମୁଖ୍ୟ ଚୟନକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ

ଭାରତୀୟ ପୁରୁଷ ଦଳର ନୂଆ ଚୟନକର୍ତ୍ତା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିସିସିଆଇ ପକ୍ଷରୁ ଏ ନେଇ ଆଦେବନ ଆହ୍ବାନ କରାଯାଇଛି ଓ ଅକ୍ଟୋବର ୧୪କୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଯେଉଁ ଅବସରପ୍ରାପ୍ତ ଖେଳାଳି ଅତି କମରେ ୭ ଟେଷ୍ଟ...

ମୁମ୍ବାଇ: ଭାରତୀୟ ପୁରୁଷ ଦଳର ନୂଆ ଚୟନକର୍ତ୍ତା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିସିସିଆଇ ପକ୍ଷରୁ ଏ ନେଇ ଆଦେବନ ଆହ୍ବାନ କରାଯାଇଛି ଓ ଅକ୍ଟୋବର ୧୪କୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଯେଉଁ ଅବସରପ୍ରାପ୍ତ ଖେଳାଳି ଅତି କମରେ ୭ ଟେଷ୍ଟ ଓ ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ କିମ୍ବା ୧୦ ଦିନିକିଆ ଓ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେ​ଳିଥିବେ ଏବଂ ଅତି କମରେ ୫ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିଥିଲେ, ସେମାନେ ଆବେଦନ କରିପାରିବେ। ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ରେ ଶେଷ ହୋଇଥିବାବେଳେ ଅବସରପ୍ରାପ୍ତ ସ୍ପିନର ପ୍ରଜ୍ଞାନ ଓଝା ଏବେ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଅଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button