ଦେଶ ବିଦେଶ

ଆମେରିକାର ଗ୍ରିନ୍‌ କାର୍ଡ ପ୍ରୋଗ୍ରାମ୍‌ରୁ ଟିସିଏସ୍‌, ଇନଫୋସିସ୍‌, ଏଚ୍‌ସିଏଲ୍‌, ୱିପ୍ରୋ ନିଲମ୍ବିତ

ଆମେରିକାରେ ସ୍ଥାୟୀ ରହଣି ପାଇଁ ଆଗ୍ରହୀ ବିଦେଶୀ କମର୍ଚାରୀମାନଙ୍କ ଲାଗି ରହିଥିବା ବ୍ୟବସ୍ଥାରେ ଏହି କମ୍ପାନିଗୁଡ଼ିକ ଦୁରୁପଯୋଗ କରିଛନ୍ତି ବୋଲି ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି । ଉଲ୍ଲେଖଯୋଗ୍ୟ, ଆମେରିକାର ଶ୍ରମ ବିଭାଗ ପିଇଆର୍‌ଏମ୍‌ ଜରିଆରେ ନିଯୁକ୍ତିଦାତାମାନଙ୍କୁ ସେମାନଙ୍କ ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଗ୍ରିନ୍‌ କାର୍ଡ ପ୍ରଦାନ କରିଥାଏ ।

ନୂଆଦିଲ୍ଲୀ : ଟ୍ରମ୍ପ ପ୍ରଶାସନ ବିଶ୍ବର କେତେକ ବଡ଼ ଆଇଟି କମ୍ପାନିକୁ ଆମେରିକାର ସ୍ଥାୟୀ ଶ୍ରମ ପ୍ରମାଣପତ୍ର କାର୍ଯ୍ୟକ୍ରମ (ପିଇଆର୍‌ଏମ୍‌)ରୁ ନିଲମ୍ବିତ କରିଛି । ସେଥିରେ ଭାରତର ଇନଫୋସିସ୍‌, ଟିସିଏସ୍‌, ୱିପ୍ରୋ ଓ ଏଚ୍‌ସିଏଲ୍‌ ଭଳି କମ୍ପାନି ରହିଛନ୍ତି । ମାଇକ୍ରୋସଫ୍ଟ, କଗ୍ନିଜାଣ୍ଟ ଓ କ୍ୟାପଜେମିନି ଭଳି କମ୍ପାନି ମଧ୍ୟ ଏହି ତାଲିକାରେ ଅଛନ୍ତି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button