ଦେଶ ବିଦେଶ

Protest: ଦିଲ୍ଲୀରେ ଆନ୍ଦୋଳନ ଜାରି; ୫୭ ମେଟ୍ରୋ‌ ଷ୍ଟେସନ୍‌ ବନ୍ଦ, ୭୫ ଟ୍ରେନ୍‌ ବାତିଲ

ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କକ୍ରୋଚ୍‌ ଜନତା ପାର୍ଟି (ସ‌ିଜେପି)ର ଆନ୍ଦୋଳନ ଜାରି ରହିଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ଏସ୍‌ଆଇଆର ବିରୋଧରେ ସିଜପେିର ପ୍ରଦର୍ଶନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କକ୍ରୋଚ୍‌  ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଜାରି ରହିଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ଏସ୍‌ଆଇଆର ବିରୋଧରେ ସିଜପେିର ପ୍ରଦର୍ଶନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଏହାରି ମଧ୍ୟରେ ୫୭ଟି ମେଟ୍ରୋ‌ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ବନ୍ଦ କରିଦିଆଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button