ରାଜ୍ୟ
Accident: ବୁଲେଟ୍କୁ ପିଟିଲା ଅଜଣା ଟ୍ରକ୍, ଯୁବ ଇଞ୍ଜିନିୟରଙ୍କ ଶୋଚନୀୟ ମୃତ୍ୟୁ
ଯାଜପୁର ଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ଓଏମ୍ସି କାଳିଆପାଣି ଟାଉନସିପ ସମ୍ମୁଖ ରାସ୍ତାରେ ଗତକାଲି ରାତି ଏକ ଅଜଣା ଟ୍ରକ୍ ଧକ୍କାର ଯୁବ ମାଇନିଂ ଇଞ୍ଜିନିୟର ଅବିନାଶ...

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ଓଏମ୍ସି କାଳିଆପାଣି ଟାଉନସିପ ସମ୍ମୁଖ ରାସ୍ତାରେ ଗତକାଲି ରାତି ଏକ ଅଜଣା ଟ୍ରକ୍ ଧକ୍କାର ଯୁବ ମାଇନିଂ ଇଞ୍ଜିନିୟର ଅବିନାଶ ପାଣିଗ୍ରାହୀ(୨୫)ଙ୍କର ଶୋଚନୀୟ ମୃତ୍ୟୁ ଅଭିଯୋଗ ହୋଇଛି। ସେ ଇମ୍ଫା ମହାଗିରି ଭୂତଳ ଖଣିରେ ନିୟୋଜିତ ମାହେଶ୍ବରୀ ମାଇନିଂ କମ୍ପାନିରେ ଟ୍ରେନିଂ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।
ସୌଜନ୍ୟ ସମ୍ବାଦ



