ଦେଶ ବିଦେଶ
Azam Khan: ଇଡି ମାମଲାରେ ଆଜମ୍ ଖାନ୍ଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ
ଗାଜିଆବାଦର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ରବିବାର ସମାଜବାଦୀ ପାର୍ଟି (ଏସ୍ପି) ନେତା ଆଜମ ଖାନଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର କଡ଼ା ସୁରକ୍ଷା ମଧ୍ୟରେ ଆଜମଙ୍କୁ କୋର୍ଟରେ ହାଜର କରିଥିଲା।

ଲକ୍ଷ୍ନୌ: ଗାଜିଆବାଦର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ରବିବାର ସମାଜବାଦୀ ପାର୍ଟି (ଏସ୍ପି) ନେତା ଆଜମ ଖାନଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର କଡ଼ା ସୁରକ୍ଷା ମଧ୍ୟରେ ଆଜମଙ୍କୁ କୋର୍ଟରେ ହାଜର କରିଥିଲା। ଇଡି ଟିମ୍ ସହିତ ସିଆର୍ପିଏଫ୍ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ, ତାଙ୍କୁ ଡାସନା ଜେଲକୁ ନିଆଯିବ।
ସୌଜନ୍ୟ ସମ୍ବାଦ




