ଦେଶ ବିଦେଶ
Autobiography: ସୋନିଆଙ୍କ ଆତ୍ମଜୀବନୀରେ ୩ଟି ତଥ୍ୟଗତ ତ୍ରୁଟି
କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଅତି କମ୍ରେ ୩ଟି ଐତିହାସିକ ତଥ୍ୟଗତ ତ୍ରୁଟି ଥିବା ଜଣାପଡ଼ିଛି। ପୁସ୍ତକର ବିଭିନ୍ନ ଅଧ୍ୟାୟରେ ଥିବା ଏହି ତ୍ରୁଟିଗୁଡ଼ିକୁ ଏନ୍ଡିଟିଭି ଚିହ୍ନଟ କରିଛି।

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ଅତି କମ୍ରେ ୩ଟି ଐତିହାସିକ ତଥ୍ୟଗତ ତ୍ରୁଟି ଥିବା ଜଣାପଡ଼ିଛି। ପୁସ୍ତକର ବିଭିନ୍ନ ଅଧ୍ୟାୟରେ ଥିବା ଏହି ତ୍ରୁଟିଗୁଡ଼ିକୁ ଏନ୍ଡିଟିଭି ଚିହ୍ନଟ କରିଛି। ଏଥିରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନର ବର୍ଷ, ଆର୍ଏସ୍ଏସ୍ର ପ୍ରତିଷ୍ଠା ବର୍ଷ ଏବଂ କଂଗ୍ରେସ ନେତା ଅହମଦ ପଟେଲଙ୍କ ମୃତ୍ୟୁ ବର୍ଷକୁ ଭୁଲ୍ ଭାବେ ଉଲ୍ଲେଖ କରାଯାଇଛି।
ସୌଜନ୍ୟ ସମ୍ବାଦ




