ରାଜ୍ୟ
Elephant Attacks: ବନ୍ଧମୁଣ୍ଡାରେ ହାତୀର ଆତଙ୍କ: ମହିଳା ରେଳ କର୍ମଚାରୀଙ୍କ ମର୍ମନ୍ତୁଦ ମୃତ୍ୟୁ; ଡ୍ୟୁଟିକୁ ଯିବା ବାଟରେ ଚାଲିଗଲା ଜୀବନ
ଜଙ୍ଗଲୀ ହାତୀର ଆକ୍ରମଣରେ ଜଣେ ୫୬ ବର୍ଷୀୟା ମହିଳା ରେଳ କର୍ମଚାରୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମରିୟମ ଲାକ୍ରା ବୋଲି ଜଣାପଡ଼ିଛି। ବୁଧବାର ଭୋର ପ୍ରାୟ ୪ଟା ସମୟରେ ଏହି ହୃଦୟବିଦାରକ ଘଟଣା ଘଟିଥିବା ସୂଚନା ମିଳିଛି।

ସୁନ୍ଦରଗଡ଼, ବନ୍ଧମୁଣ୍ଡା(ଦେବ କୁମାର ଦେ): ବନ୍ଧମୁଣ୍ଡାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଙ୍ଗଲୀ ହାତୀର ଆକ୍ରମଣରେ ଜଣେ ୫୬ ବର୍ଷୀୟା ମହିଳାରେଳକର୍ମଚାରୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମରିୟମ ଲାକ୍ରା ବୋଲି ଜଣାପଡ଼ିଛି। ବୁଧବାର ଭୋର ପ୍ରାୟ ୪ଟା ସମୟରେ ଏହି ହୃଦୟବିଦାରକ ଘଟଣା ଘଟିଥିବା ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ




