ଦେଶ ବିଦେଶ

Accident: ବିଲାସପୁରରେ ଲ୍ୟାଣ୍ଡିଂ ପରେ ବିମାନର ଟାୟାର ଫାଟିଲା, ୩୫ ଯାତ୍ରୀ ସୁରକ୍ଷିତ

ଛତିଶଗଡ଼ର ବିଲାସପୁର ବିମାନବନ୍ଦରରେ ଶୁକ୍ରବାର ଏକ ବିମାନର ଟାୟାର ଫାଟିଯିବାରୁ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀରୁ ପ୍ରାୟ ୩୫ ଯାତ୍ରୀଙ୍କୁ ନେଇ ବିଲାସପୁର ଆସିଥିବା ଆଲାଏନ୍ସ ଏୟାର୍‌ର ବିମାନଟି ରନ୍‌ୱେରେ...

ବିଲାସପୁର: ଛତିଶଗଡ଼ର ବିଲାସପୁର ବିମାନବନ୍ଦରରେ ଶୁକ୍ରବାର ଏକ ବିମାନର ଟାୟାର ଫାଟିଯିବାରୁ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀରୁ ପ୍ରାୟ ୩୫ ଯାତ୍ରୀଙ୍କୁ ନେଇ ବିଲାସପୁର ଆସିଥିବା ଆଲାଏନ୍ସ ଏୟାର୍‌ର ବିମାନଟି ରନ୍‌ୱେରେ ଅବତରଣ କରିବା ପରେ ଟାୟାର ଫାଟିଥିଲା। ତେବେ ପାଇଲଟ୍‌ଙ୍କ ସତର୍କତା ଯୋଗୁଁ ବିମାନଟିକୁ ସୁରକ୍ଷିତ ଭାବେ ଅଟକାଯାଇଥିଲା। ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button