ଦେଶ ବିଦେଶ

Nepal flood: ନେପାଳ ବନ୍ୟାରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଉତ୍ତର ପ୍ରଦେଶରୁ ଉଦ୍ଧାର

ନେପାଳରେ ଭୟଙ୍କର ବନ୍ୟାଜଳରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଭାରତର ତଳିଆ ଅଞ୍ଚଳରୁ ମିଳିଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାର ନଦୀଗୁଡ଼ିକରୁ ଏହି ମୃତଦେହଗୁଡ଼ିକୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି।

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟାଜଳରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଭାରତର ତଳିଆ ଅଞ୍ଚଳରୁ ମିଳିଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାର ନଦୀଗୁଡ଼ିକରୁ ଏହି ମୃତଦେହଗୁଡ଼ିକୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଅଞ୍ଚଳ ନେପାଳର ବନ୍ୟାପ୍ରଭାବିତ ଦକ୍ଷିଣ ଚିତୱନ ସୀମାକୁ ଲାଗିଛି। ମୃତଦେହଗୁଡ଼ିକ ବନ୍ୟାରେ ଭାସି ଯାଇଥିବା ଲୋକଙ୍କର ବୋଲି ଅଧିକାରୀମାନେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button