RJD ଏବଂ କଂଗ୍ରେସ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଓୱାଇସିଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ମୁସଲିମ୍ ଭୋଟରଙ୍କ ବିଭାଜନ  RJD ଏବଂ କଂଗ୍ରେସର ପରାଜୟରେ ସହାୟକ ହୋଇଥିଲା। ଓୱାଇସିଙ୍କ ଦଳ ସୀମାଞ୍ଚଳରେ ପାଞ୍ଚଟି ଆସନ ଜିତିବାରେ ସଫଳ ହୋଇଥିଲା, କିନ୍ତୁ କଡ଼ା ମୁକାବିଲାରେ ଅନେକ ଆସନ ହାରିଥିଲା।