ଖେଳ
Assistant Coach: ଆନ୍ଥୋନି ଯୁବା ଫୁଟ୍ବଲ୍ ଦଳର ସହଯୋଗୀ ପ୍ରଶିକ୍ଷକ
ଇଷ୍ଟବେଙ୍ଗଲର ପ୍ରବନ୍ଧକ ଆନ୍ଥୋନୀ ଆଣ୍ଡ୍ରିଉଜ୍ ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟ୍ବଲ୍ ଦଳର ସହଯୋଗୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ହୋଇଛନ୍ତି। ଜୋଆକିମ୍ ଆଲେକ୍ଜାଣ୍ଡରସନ୍ ପୂର୍ବ ଭଳି ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ରହିଛନ୍ତି।

ନୂଆଦିଲ୍ଲୀ: ଇଷ୍ଟବେଙ୍ଗଲର ପ୍ରବନ୍ଧକ ଆନ୍ଥୋନୀ ଆଣ୍ଡ୍ରିଉଜ୍ ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟ୍ବଲ୍ ଦଳର ସହଯୋଗୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ହୋଇଛନ୍ତି। ଜୋଆକିମ୍ ଆଲେକ୍ଜାଣ୍ଡରସନ୍ ପୂର୍ବ ଭଳି ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ରହିଛନ୍ତି। ଏକାଧିକ ଆଇଡବ୍ଲ୍ୟୁ ଟ୍ରଫି ଜିତିବାରେ ଆନ୍ଥୋନୀ ଏକ ମାତ୍ର ପ୍ରଶିକ୍ଷକ। ନିଯୁକ୍ତି ପରେ ସେ ଏକାସାଙ୍ଗରେ ଉଭୟ କ୍ଲବ୍ ଓ ଦେଶର ଦାୟିତ୍ବ ତୁଲାଇବେ।
ସୌଜନ୍ୟ ସମ୍ବାଦ




