ଖେଳ
US Open: ୟୁଏସ୍ ଓପନ୍: ସେରେନା-ଆଲ୍କାରାଜ ନକ୍ଆଉଟ୍
ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସେରେନା ୱିଲିୟମ୍ସ ଓ ପୁରୁଷ ଖେଳାଳି କାର୍ଲୋସ ଆଲ୍କାରାଜ ପ୍ରଥମ ଥର ଲାଗି ମିଶ୍ରିତ ଯୁଗଳରେ ଖେଳି ବିଫଳ ହୋଇଛନ୍ତି। ୟୁଏସ୍ ଓପନ୍ ମିଶ୍ରିତ ଯୁଗଳ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରୁ ଏହି ଯୋଡ଼ି ବିଦାୟ ନେଇଛନ୍ତି।

ନ୍ୟୁୟର୍କ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସେରେନା ୱିଲିୟମ୍ସ ଓ ପୁରୁଷ ଖେଳାଳି କାର୍ଲୋସ ଆଲ୍କାରାଜ ପ୍ରଥମ ଥର ଲାଗି ମିଶ୍ରିତ ଯୁଗଳରେ ଖେଳି ବିଫଳ ହୋଇଛନ୍ତି। ୟୁଏସ୍ ଓପନ୍ ମିଶ୍ରିତ ଯୁଗଳ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରୁ ଏହି ଯୋଡ଼ି ବିଦାୟ ନେଇଛନ୍ତି। କ୍ବାର୍ଟରଫାଇନାଲ୍ରେ ଏହି ଆମେରିକା ଓ ସ୍ପେନ୍ ଯୋଡ଼ି ୪-୫, ୧-୪ ରେ ବେଲିନ୍ଦା ବେନ୍ସିକ୍ ଓ ଫ୍ଲାଭିଓ କୋବୋଲିଙ୍କଠୁ ହାରି ଯାଇଛନ୍ତି। ପ୍ରଥମ ରାଉଣ୍ଡରେ ସେରେନା-କାର୍ଲୋସ ୫-୩, ୪-୧ ଟାଇବ୍ରେକର୍ରେ ଏରିନ୍ ରୁଟ୍ଲଫ୍ ଓ ଲୟଡ ଗ୍ଲାସପୁଲଙ୍କୁ ହରାଇଥିଲେ।
ସୌଜନ୍ୟ ସମ୍ବାଦ




