ଦେଶ ବିଦେଶ
Attack: ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଅପେକ୍ଷା: ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି
ଇରାନ ଉପରେ ପୁଣି ବଡ଼ ଧରଣର ସାମରିକ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଚଳାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଲେ ୯୬ ଘଣ୍ଟା ମଧ୍ୟରେ ନୂଆ ସାମରିକ ଅଭିଯାନ ଆରମ୍ଭ କରିବାକୁ ମଧ୍ୟପ୍ରାଚ୍ୟରେ ମୁତୟନ ଆମେରିକୀୟ ସେନା ପ୍ରସ୍ତୁତ ରହିଥିବା ଦୁଇ ଜଣ ଆମେରିକୀୟ ଅଧିକାରୀ ସିଏନ୍ଏନ୍କୁ କହିଛନ୍ତି।

ୱାସିଂଟନ: ଇରାନ ଉପରେ ପୁଣି ବଡ଼ ଧରଣର ସାମରିକ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଚଳାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଲେ ୯୬ ଘଣ୍ଟା ମଧ୍ୟରେ ନୂଆ ସାମରିକ ଅଭିଯାନ ଆରମ୍ଭ କରିବାକୁ ମଧ୍ୟପ୍ରାଚ୍ୟରେ ମୁତୟନ ଆମେରିକୀୟ ସେନା ପ୍ରସ୍ତୁତ ରହିଥିବା ଦୁଇ ଜଣ ଆମେରିକୀୟ ଅଧିକାରୀ ସିଏନ୍ଏନ୍କୁ କହିଛନ୍ତି। ତେବେ ଆକ୍ରମଣ ନେଇ ଟ୍ରମ୍ପ ଏଯାଏଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପରେ ଏଭଳି ପଦକ୍ଷେପ ନିଆଯିବାର ସମ୍ଭାବନା ଅଧିକ ବୋଲି ରିପୋର୍ଟରେ କୁହାଯାଇଛି।
ସୌଜନ୍ୟ ସମ୍ବାଦ




