ଦେଶ ବିଦେଶ

Attack: ୟେମେନର ତୈଳ ସଂରକ୍ଷଣ କେନ୍ଦ୍ର ଉପରେ ସାଉଦି ମେଣ୍ଟର ଆକ୍ରମଣ

ୟେମେନର ରାଜଧାନୀ ସାନାର ପଶ୍ଚିମ ଭାଗରେ ଥିବା ତୈଳ ସଂରକ୍ଷଣ କେନ୍ଦ୍ରଗୁଡ଼ିକ ଉପରେ ମଙ୍ଗଳବାର ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ବିମାନ ଆକ୍ରମଣ କରିଛି। ହୁତି ବିଦ୍ରୋହୀଙ୍କ ସମର୍ଥିତ ଗଣମାଧ୍ୟମ ଅଲ୍‌ ମସିରା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା...

କାଏରୋ: ୟେମେନର ରାଜଧାନୀ ସାନାର ପଶ୍ଚିମ ଭାଗରେ ଥିବା ତୈଳ ସଂରକ୍ଷଣ କେନ୍ଦ୍ରଗୁଡ଼ିକ ଉପରେ ମଙ୍ଗଳବାର ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ବିମାନ ଆକ୍ରମଣ କରିଛି। ହୁତି ବିଦ୍ରୋହୀଙ୍କ ସମର୍ଥିତ ଗଣମାଧ୍ୟମ ଅଲ୍‌ ମସିରା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣ ପରେ ସାନାରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ତେବେ କେଉଁ କେଉଁ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି, ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button