ଦେଶ ବିଦେଶ

Election: ଗାନ୍ଧୀନଗର ମହାନଗର ନିଗମ ଏବଂ ଥାରା ଓ ଓଖା ପୌରପାଳିକାରେ ଜିତିଲା ବିଜେପି

ଗୁଜରାଟ ପୌର ନିର୍ବାଚନରେ ବିଜେପିକୁ ବଡ଼ ବିଜୟ ମିଳିଛି। ବିଜେପି ଗାନ୍ଧୀନଗର ମହାନଗର ନିଗମରେ ୪୪ ଆସନରୁ ୩୮ ଆସନରେ ଜିତିଛି। କଂଗ୍ରେସ ଗାନ୍ଧୀନଗରରେ ୫ ଆସନ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ଗୋଟିଏ...

ଅହମଦାବାଦ: ଗୁଜରାଟ ପୌର ନିର୍ବାଚନରେ ବିଜେପିକୁ ବଡ଼ ବିଜୟ ମିଳିଛି। ବିଜେପି ଗାନ୍ଧୀନଗର ମହାନଗର ନିଗମରେ ୪୪ ଆସନରୁ ୩୮ ଆସନରେ ଜିତିଛି। କଂଗ୍ରେସ ଗାନ୍ଧୀନଗରରେ ୫ ଆସନ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଜଣେ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଛନ୍ତି। ପୂର୍ବ ନିର୍ବାଚନରେ ଗୋଟିଏ ଆସନରେ ଜିତିଥିବା ଆମ୍‌ ଆଦମୀ ପାର୍ଟି ଚଳିତ ଥର ଏହାର ଆକାଉଣ୍ଟ୍‌ ମଧ୍ୟ ଖୋଲି ପାରିନାହିଁ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୧ ତାରିଖରେ ଗାନ୍ଧୀନଗରମ ମହାନଗର ନିଗମ ସହ ଥାରା ଏବଂ ଓଖା ପୌରପାଳିକାରେ ମଧ୍ୟ ନିର୍ବାଚନ ହୋଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button