-
ଦେଶ ବିଦେଶ
PM Modi’s Visit: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନରୱେ ଗସ୍ତ: ନର୍ଡିକ ଦେଶଙ୍କ ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ନୂଆଦିଲ୍ଲୀ/ଓସ୍ଲୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନ ଗସ୍ତ ଶେଷ କରିବା ପରେ ନରୱେରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୪୩ ବର୍ଷ ମଧ୍ୟରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏକ…
Read More » -
ଦେଶ ବିଦେଶ
Pakistan: ପାକିସ୍ତାନୀ ସୁରକ୍ଷା ବାହିନୀର ବେଲୁଚିସ୍ତାନରେ ବଡ଼ କାର୍ଯ୍ୟାନୁଷ୍ଠାନ: ୩୫ ଆତଙ୍କବାଦୀ ନିହତ, ୩ କମାଣ୍ଡର ଗିରଫ
କରାଚୀ: ପାକିସ୍ତାନୀ ସୁରକ୍ଷା ବାହିନୀ ବେଲୁଚିସ୍ତାନରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ଏବଂ ତିନି ଜଣ ବରିଷ୍ଠ କମାଣ୍ଡରଙ୍କୁ ଗିରଫ କରିଛନ୍ତି। ମେ’ ୧୩ ତାରିଖରୁ ଆରମ୍ଭ…
Read More » -
ଦେଶ ବିଦେଶ
Earthquake In China: ଅଧରାତିରେ ଚୀନ୍ରେ ୫.୨ ତୀବ୍ରତାଯୁକ୍ତ ଭୂମିକମ୍ପ: ଲୋକଙ୍କ ନିଦ ପାଲଟିଲା ଶେଷନିଦ୍ରା
ବେଜିଂ: ଦକ୍ଷିଣ ଚୀନ୍ ସହର ଲିଉଝୋ ଏବଂ ଆଖପାଖ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ମଧ୍ୟରାତ୍ରିରେ ହୋଇଥିବା ଭୂମିକମ୍ପରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବାବେଳେ ଲୋକମାନେ…
Read More » -
ଦେଶ ବିଦେଶ
Kerala: କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭିଡି ସତୀଶନ; ରାହୁଲ-ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ
ତିରୁଅନନ୍ତପୁରମ: କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କେରଳ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ୧୪୦ ଆସନରୁ ୧୦୨ ଆସନ ଜିତିଛି। ଭି.ଡି. ସତୀଶନ ସୋମବାର…
Read More » -
ଦେଶ ବିଦେଶ
Trump’s Talks With Netanyahu: ଇରାନରେ ଆଉ କିଛି ରହିବ ନାହିଁ: ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ଟ୍ରମ୍ପଙ୍କ ଧମକ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକାର ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଗ୍ରହଣ ନକରେ ତେବେ ଦେଶରେ ଆଉ କିଛି…
Read More » -
ଦେଶ ବିଦେଶ
Drone Attack On UAE: ୟୁଏଇ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ: ‘ଅଗ୍ରହଣୀୟ’ କହି କଡ଼ା ନିନ୍ଦା କଲା ଭାରତ
ନୂଆଦିଲ୍ଲୀ: ସୋମବାର ଦିନ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବାରାକା ପରମାଣୁ ଶକ୍ତି କେନ୍ଦ୍ରକୁ ଟାର୍ଗେଟ କରି ହୋଇଥିବା ଡ୍ରୋନ୍ ଆକ୍ରମଣକୁ କଡ଼ା ନିନ୍ଦା କରିଛି, ଏହାକୁ ଭାରତ ବିପଜ୍ଜନକ ବୋଲି କହିଛି…
Read More » -
ଦେଶ ବିଦେଶ
US Navy: ମଝି ଆକାଶରେ ଆମେରିକା ନୌସେନାର ୨ ଯୁଦ୍ଧବିମାନ ମଧ୍ୟରେ ଭୟଙ୍କର ଧକ୍କା
ଆମେରିକାରେ ଆୟୋଜିତ ଏକ ଏୟାର ସୋ’ ସମୟରେ, ଆମେରିକାର ନୌସେନାର ଦୁଇଟି ଅତ୍ୟାଧୁନିକ ଯୁଦ୍ଧ ବିମାନ ମଝି ଆକାଶରେ ପରସ୍ପର ସହିତ ଧକ୍କା ହୋଇଥିଲେ। ହଜାର ହଜାର…
Read More » -
ଖେଳ
Preity Lashed Out: ଶ୍ରେୟସ୍ଙ୍କୁ ପ୍ରୀତିଙ୍କ ଉଚ୍ଚବାଚ
ଧରମଶାଳା: ରବିବାର ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ପୁଣି ଥରେ ପରାଜୟ ବରଣ କରିବା ପରେ ଏହାର ସହ-ମାଲିକାଣୀ ଭୀଷଣ ଅସନ୍ତୁଷ୍ଟ ଥିବା ଦେଖାଯାଇଥିଲା। ପଡ଼ିଆ ମଧ୍ୟରେ ହିଁ ସେ ଅଧିନାୟକ ଶ୍ରେୟସ୍…
Read More » -
ଦେଶ ବିଦେଶ
Fire: ଦୁଇଦିନରେ ଦୁଇ ଟ୍ରେନ୍ରେ ଅଗ୍ନିକାଣ୍ଡ: ରାଜଧାନୀ ପରେ ଏବେ ଜଳିଲା ସାସାରାମ-ପାଟନା ପାସେଞ୍ଜର ଟ୍ରେନ୍
ପାଟନା: ବିହାରର ରୋହତାସ ଜିଲ୍ଲାରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ସୋମବାର ସକାଳେ ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍ରେ ଏକ ଯାତ୍ରୀବାହୀ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡ ନେଇ ପ୍ଲାଟଫର୍ମରେ…
Read More » -
ଦେଶ ବିଦେଶ
Indus Water Treaty: ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ମାମଲା: ମଧ୍ୟସ୍ଥତା ରାୟକୁ ଭାରତର ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ: ମେ ୧୫ ତାରିଖରେ ବେଆଇନ ଭାବେ ଗଠିତ ‘କୋର୍ଟ ଅଫ୍ ଆର୍ବିଟ୍ରେସନ୍ (ସିଓଏ) ଦ୍ୱାରା ଜାରି କରାଯାଇଥିବା ରାୟକୁ ଭାରତ ଶନିବାର ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ…
Read More »