-
ଦେଶ ବିଦେଶ
Press Service Portal: ପ୍ରେସ୍ ସେବା ପୋର୍ଟାଲର ଉପଯୋଗ ଏବଂ ପିଆରପି ଆଇନର ସୁଗମ କାର୍ଯ୍ୟକାରିତା ନେଇ ଆଲୋଚନା
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ମୁଦ୍ରାକର, ପ୍ରକାଶକ, ସମ୍ପାଦକ ଓ ପରିଚାଳକମାନଙ୍କୁ ନେଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରେସ୍ ରେଜିଷ୍ଟ୍ରାର୍ ଜେନେରାଲ୍…
Read More » -
Breaking
Blood Donations: ୧୯୯୪ରେ ସଂକଳ୍ପ ନେଇଥିଲେ ଦମୟନ୍ତୀ; ପ୍ରତିବର୍ଷ କରୁଛନ୍ତି ରକ୍ତଦାନ
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଆଜି କରମଡିହିଠାରେ ସମ୍ବାଦ-ଆମଓଡ଼ିଶା ତରଫରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ କିଛି ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ରକ୍ତ ଦେବାକୁ ଅନେକ ପଛଘୁଞ୍ଚା ଦେଉଥିବାବେଳେ ୪ ଜଣ ଭିନ୍ନ ବ୍ୟକ୍ତିତ୍ବ…
Read More » -
Breaking
Water ATM: ୱାଟର୍ ଏଟିଏମ୍ ଓ ଆର୍ଓ ପ୍ଲାଣ୍ଟ, ନିଲାମ କରିଦେବେ
ଭୁବନେଶ୍ୱର: ରାଜଧାନୀବାସୀଙ୍କ ସହ ସହରର ଆଗନ୍ତୁକମାନଙ୍କୁ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୱାଟର୍ ଏଟିଏମ୍ ଓ ଆର୍ଓ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା। ଦେଶର…
Read More » -
Breaking
Pakhala Divas: ଲୁଣ ପଖାଳରେ ଜୀବନ ବଞ୍ଚିଛି ଜୁଆଙ୍ଗ ଜୀବନ
କାଳିଆପାଣି (ରବି ନାରାୟଣ କର): ବିଶ୍ବ ପଖାଳ ଦିବସ ଅବସରରେ ତାରକା ହୋଟେଲ୍ ଠାରୁ ବିଭିନ୍ନ ଅନୁଷ୍ଠାନରେ ଛ’ ତିଅଣକୁ ନ’ ଭଜା ସହିତ ଦହି ପଖାଳ ଉତ୍ସବ…
Read More » -
ଖେଳ
Euro Nations Cup to Follow Asia Cup Format: ଏସିଆ କପ୍ ପରି ଆୟୋଜନ ହେବ ୟୁରୋ ନେସନ୍ସ କପ୍…
ଲଣ୍ଡନ, ୨୧/୩: ଏସୀୟ କ୍ରିକେଟ୍ ଦଳଗୁଡ଼ିକୁ ନେଇ ଆୟୋଜନ ହେଉଥିବା ଏସିଆ କପ୍ ପରି ୟୁରୋପରେ ମଧ୍ୟ ଏକ ସମାନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା କରାଯାଉଛି। ଏହାକୁ…
Read More » -
ଦେଶ ବିଦେଶ
Fire: ୧୧୨ ଜରୁରୀ ସହାୟତା ନମ୍ବର ବ୍ୟବହାର କରିବାକୁ ଅଗ୍ନିଶମ ସେବା ପକ୍ଷରୁ ସୂଚନା
ଭୁବନେଶ୍ୱର: ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଆଜି ଘଟିଥିବା ଅଗ୍ନିକାଣ୍ଡ ପରେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହକାରେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଏକ ଉଚ୍ଚସ୍ତରୀୟ…
Read More » -
ଦେଶ ବିଦେଶ
Mahanadi: କଟକ ମହାନଦୀ ତଟ ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହେବ ୨୧୦ କୋଟି ଟଙ୍କା
ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୧୦ କୋଟି ଟଙ୍କା ବ୍ୟୟରେ କଟକ…
Read More » -
ଦେଶ ବିଦେଶ
Fire In SCB: ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ: ବିଜେଡି
ଭୁବନେଶ୍ୱର: ବିଧାନସଭାରେ ଗତକାଲି ବିରୋଧୀ ଦଳର ଅନୁପସ୍ଥିତି ମଧ୍ୟରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ବିଭାଗୀୟ କାର୍ଯ୍ୟ ସମ୍ବନ୍ଧରେ କହିବା ପରିବର୍ତ୍ତେ…
Read More » -
ଦେଶ ବିଦେଶ
Forest: ୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ସୁପାରିସ
ଭୁବନେଶ୍ୱର: ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ଏହି କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମୟୋପଯୋଗୀ ସମାଧାନ ପାଇଁ ଆଜି ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ୧୨ତମ…
Read More » -
ଦେଶ ବିଦେଶ
Odisha Police: ଦୁଇମାସରେ ୧୩୪୬କୋଟି ଟଙ୍କାର ଗଞ୍ଜେଇ ଜବତ
ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ୨୮ ଫେବ୍ରୁଆରି ମଧ୍ୟରେ ଓଡ଼ିଶା ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୪୪କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ…
Read More »