-
uncategories
Historical : ମାନ୍ୟତା ଅପେକ୍ଷାରେ ଐତିହ୍ୟ ସ୍ମାରକୀ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଐତିହାସିକ ସହର ଭଞ୍ଜନଗରରେ ଥିବା ବହୁ ପୁରାତନ କୋଠା ମଧ୍ୟରେ ‘ରସଲକୋଣ୍ଡା ପଣ୍ୟାଗାର’ ହେଉଛି ଅନ୍ୟତମ। ୧୯୪୫ ମସିହାରେ ବ୍ରିଟିସ୍ ଶାସନ ଅମଳରେ ନିର୍ମିତ ଏହି ପଣ୍ୟାଗାର (ରାଇସ୍…
Read More » -
Breaking
The sea: ଉପକୂଳକୁ ଗିଳୁଛି ସମୁଦ୍ର
ବାଲେଶ୍ବର: ମାଡ଼ି ଆସୁଛି ସମୁଦ୍ର। ଗିଳି ଚାଲିଛି ସ୍ଥଳଭାଗ। ବାଲେଶ୍ବର ଓ ଭଦ୍ରକ ଉପକୂଳରେ ସ୍ଥିତି ସଙ୍ଗିନ ହେଲାଣି। ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଛନ୍ତି। ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ କୋଷ୍ଟାଲ୍…
Read More » -
Breaking
Lemon grass: ଦଲାଲଙ୍କ କବଜାରେ ଲେମନ୍ ଗ୍ରାସ୍ ତେଲ ବଜାର
କୋରାପୁଟ: ସୁଗନ୍ଧ ଓ ଔଷଧୀୟ ଗୁଣ ପାଇଁ ଲେମନ୍ ଗ୍ରାସ୍ ତେଲର ଚାହିଦା ରହିଛି। ବହୁ ରାଷ୍ଟ୍ରୀୟ କମ୍ପାନି ବାହାର ରାଜ୍ୟ ବ୍ୟବସାୟୀଙ୍କ ଦ୍ବାରା ଏହି ତେଲକୁ ପ୍ରାଥମିକତା ଭିତ୍ତିରେ…
Read More » -
uncategories
Basic amenities: ନୂଆଖୁଲାରେଗଡ଼ାରେ ମୌଳିକ ସୁବିଧା ସାତସପନ, ଯୋଜନ ଦୂରରେ ଯୋଜନା
ଅନୁଗୁଳ: ଗ୍ରାମାଞ୍ଚଳରେବିକାଶବାଟବଣା। ମୌଳିକ ସୁବିଧା ସାତସପନ। ଯୋଜନ ଦୂରରେ ଯୋଜନା। ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ନାହିଁ କି ପିଇବା ପାଇଁ ଭଲ ପାଣି ମୁନ୍ଦେ…
Read More » -
uncategories
Wedding dress: ବିଦ୍ୟାଙ୍କ ଶାଢ଼ିରେ ମୁନ୍ରୋ
ଅଭିନେତ୍ରୀ ବିଦ୍ୟା ବାଲନ୍ ବଲିଉଡ୍ର ହାତଗଣତି ତାରକାଙ୍କ ମଧ୍ୟରୁ ଜଣେ, ଯିଏ ପ୍ରାୟ ସବୁ ସମୟରେ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି। ସେ ପ୍ରମାଣ କରିଛନ୍ତି ଯେ ଶାଢ଼ି କେବଳ…
Read More » -
uncategories
Odia Language Day: ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା। ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ…
Read More » -
uncategories
Animal: ନିଜକୁ ପ୍ରାଣୀର ପରିଚୟ ଦେଉଛନ୍ତି ଯୁବା
ବିଶ୍ବରେ ଏଭଳି ଏକ ଜାଗା ଅଛି, ଯେଉଁଠି ପ୍ରାଣୀ ସାଜିବା କିଛି ତରୁଣତରୁଣୀଙ୍କର ଏକ ଅଭ୍ୟାସ ପାଲଟିଛି। ସେମାନେ ନିୟମିତ ଭାବେ ନିଜନିଜ ପସନ୍ଦର ପ୍ରାଣୀ ବେଶରେ ସଜେଇ…
Read More » -
Breaking
Cyber case: ରାଜ୍ୟରେ ୩୪ ହଜାର ବେନାମୀ ଆକାଉଣ୍ଟ ଯାଞ୍ଚ: ହଜାରେ ଟପିଲା ସାଇବର୍ ମାମଲା
କଟକ: ରାଜ୍ୟରେ ଅପରେସନ୍ ସାଇବର୍ କବଚ ମାଧ୍ୟମରେ ମୋଟ ୩୪ ହଜାର ୧୦୧ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ଏହି ମାମଲାରେ ୩୩୬ଜଣ ଅଭିଯୁକ୍ତଙ୍କୁ ଗିରଫ…
Read More » -
Breaking
Police: ପୁଲିସର ସାଂଘାତିକ କାରନାମା: ଅଭିଯୋଗ ନାହିଁ କି କୋର୍ଟରେ ମାମଲା ନାହିଁ, ୧୬ ଦିନ ଜେଲ୍ରେ ରହିଲେ ମହିଳା
କଟକ: ଅଭିଯୋଗ ନାହିଁ କି କୋର୍ଟରେ କୌଣସି ମାମଲା ନାହିଁ। ତଥାପି ମିଛ ୱାରେଣ୍ଟ ବଳରେ ଅନୁସୂଚିତ ଜାତି ବର୍ଗର ଜଣେ ମହିଳା ୧୬ ଦିନ ଜେଲ୍ରେ ରହିବା ଭଳି…
Read More » -
uncategories
Long-term smoking: ସପ୍ତାହକରେ ଛାଡ଼ିହେବ ଦୀର୍ଘକାଳର ଧୂମପାନ
ବର୍ଷେ ନୁହେଁ କି, ଦୁଇ ବର୍ଷ ନୁହେଁ, ପୂରା ୩୫ ବର୍ଷର ସିଗାରେଟ୍ଟଣା ଅଭ୍ୟାସ ମାତ୍ର ଗୋଟିଏ ସପ୍ତାହରେ ବର୍ଜନ କରିଥିବା କଥା କହିଛନ୍ତି ଅଭିନେତା ଅରଶଦ ୱାର୍ସୀ। ଏଥିପାଇଁ…
Read More »