ରାଜ୍ୟ
Auto Damaged: ଲଘୁଚାପ ବର୍ଷା-ପବନରେ ଉପୁଡ଼ିଲା ଗଛ, ଅଟୋ ଉପରେ ପଡ଼ି ରାସ୍ତା ଅବରୋଧ
ଲଘୁଚାପଜନିତ ଲଗାଣ ବର୍ଷା ଓ ପବନରେ ଗୋଷାଣୀ ବ୍ଲକ ଆର୍. ସୀତାପୁର ରାସ୍ତାରେ ବଡ଼ ଗଛ ଉପୁଡ଼ି ଅଟୋ ଉପରେ ପଡ଼ିଥିଲା। ଅଗ୍ନିଶମ ବାହିନୀ ଗଛ ହଟାଇ ଯାତାୟତ ସ୍ୱାଭାବିକ କରିଥିଲା।

ପାରଳାଖେମୁଣ୍ଡି(ସୁଜିତ୍ ବିଷୋୟୀ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ପ୍ରଭାବରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଆର୍. ସୀତାପୁର ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତାଅବରୋଧ ହୋଇଥିଲା। ଏହି ସମୟରେ ଏକ ଅଟୋଉପରେ ଗଛ ପଡ଼ିଯିବାରୁ ଅଟୋଟି କ୍ଷତିଗ୍ରସ୍ତ ହୋଇଛି।
ସୌଜନ୍ୟ ସମ୍ବାଦ




