ଖେଳ

BCCI: ହାଇକୋର୍ଟରେ ବିସିସିଆଇର ଯୁକ୍ତି: ‘ଓସିଏ ତୁରନ୍ତ ନିର୍ବାଚନ କରୁ’

୧ ମାସ ତଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ନିର୍ବାଚନ ହେବା କଥା। ପୂର୍ବରୁ ପ୍ରକ୍ରିୟା ପ୍ରସ୍ତୁତି ଆରମ୍ଭ ହୁଏ। କିନ୍ତୁ ବର୍ତ୍ତମାନ ଓସିଏର କର୍ମକର୍ତ୍ତାମାନେ ବିନା ନିର୍ବାଚନରେ ପଦରେ ରହିବା ଜାରି ରଖିଛନ୍ତି।

କଟକ: ୧୧ ମାସ ତଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ନିର୍ବାଚନ ହେବା କଥା। ପୂର୍ବରୁ ପ୍ରକ୍ରିୟା ପ୍ରସ୍ତୁତି ଆରମ୍ଭ ହୁଏ। କିନ୍ତୁ ବର୍ତ୍ତମାନ ଓସିଏର କର୍ମକର୍ତ୍ତାମାନେ ବିନା ନିର୍ବାଚନରେ ପଦରେ ରହିବା ଜାରି ରଖିଛନ୍ତି। ତେଣୁ ଗଣତାନ୍ତ୍ରିକ ପଦ୍ଧତି ବିନା କର୍ମକର୍ତ୍ତାମାନେ ନିଜ ପଦରେ ରହିଛନ୍ତି। ବିସିସିଆଇର ଏମଓଏ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ଓ ବାଇ ଲ’ ପାଳନ କରି ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ ବୋଲି ବିସିସିଆଇ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button