ରାଜ୍ୟ
-
Accident Breaking: ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଟ୍ରକ୍କୁ ପିଟିଲା ଟ୍ରକ୍, ଗୁରୁତର ଡ୍ରାଇଭର ଉଦ୍ଧାର, ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ୍ ଜାମ୍
ଭୁବନେଶ୍ୱର ୨୧/୦୭: ଖଣ୍ଡଗିରି ଓଭରବ୍ରିଜ୍ରେ ଭୟଙ୍କର ଦୁର୍ଘଟଣା। ଟ୍ରକ୍କୁ ପଛରୁ ପିଟିଲା ଟ୍ରକ୍। ଦୁର୍ଘଟଣା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଟ୍ରକ୍ କ୍ୟାବିନ୍ରେ ଫସି ରହିଲେ ଡ୍ରାଇଭର। ଅଗ୍ନିଶମ ଟିମ୍ ପହଞ୍ଚି ଗ୍ୟାସ୍ କଟରରେ…
Read More » -
Banana Market: ଓଡ଼ିଶା ବଜାରରେ ଆନ୍ଧ୍ର କଦଳୀ ରାଜ୍; ଦୈନିକ ଆସୁଛି ୧୦୦୦ ଟନ୍ , ଠାକୁର ପୂଜାଠୁ ଜଳଖିଆ ସବୁଠି ଆଗ ଲୋଡ଼ା
ଭୁବନେଶ୍ୱର, ୨୧/୦୭: ଓଡ଼ିଶା ବଜାରରେ ରାଜ୍ କରୁଛି ଆନ୍ଧ୍ରପ୍ରଦେଶ କଦଳୀ । ଠାକୁର ପୂଜାଠୁ ଆରମ୍ଭକରି ଜଳଖିଆ ପର୍ଯ୍ୟନ୍ତ ସବୁଠି ଆଗ ଲୋଡ଼ା ପଡ଼ୁଛି ଆନ୍ଧ୍ର କଦଳୀ ।…
Read More » -
Bhubaneswar International Airport : ନାଁ ଅନ୍ତର୍ଜାତୀୟ ହେଲେ ବିଦେଶକୁ ଉଡୁଛି ମାତ୍ର ଗୋଟିଏ ବିମାନ… ସିଙ୍ଗାପୁର, ଆବୁଧାବି ଏବଂ ଦୁବାଇକୁ ବିମାନସେବା ବନ୍ଦ
ଭୁବନେଶ୍ୱର, ୨୧/୦୭ (ଅନିଲକାନ୍ତ ଦାସ) : ଓଡ଼ିଶାରୁ ପ୍ରମୁଖ ଦେଶକୁ ବିମାନ ଉଡ଼ିବ ବୋଲି ସ୍ୱପ୍ନ ଦେଖାଇଲେ । ବିଜୁ ପଟ୍ଟନାୟକ ବିମାନବନ୍ଦର ନାଁ ବଦଳାଇ ସେଥିରେ…
Read More » -
Fish price hike : ବନ୍ୟା ପାଇଁ ଆନ୍ଧ୍ରରୁ ଆସୁନି ଗାଡ଼ି, ବଜାରରେ ନିଅଣ୍ଟ ପଡ଼ିବ ଅଣ୍ଡା-ମାଛ, ମନଇଚ୍ଛା ଦର କଷିଲେଣି ବେପାରୀ
ଭୁବନେଶ୍ୱର, ୨୧/୦୭ : ଆମିଷ ବଜାର ଉପରେ ଏବେ ବର୍ଷା ଓ ବନ୍ୟାର ଗ୍ରହଣ ଲାଗିଛି । ଅଣ୍ଡା ଠୁ ନେଇ ଖାସି ଦର ବି ବଢ଼ିଗଲାଣି…
Read More » -
Pallahara accident : ପାଲଲହଡ଼ାରେ ଓଲଟିଲା OSRTC ବସ୍, ୩୦ ଯାତ୍ରୀ ଆହତ, ଜଣେ ଗୁରୁତର
ପାଲଲହଡ଼ା, ୨୧/୦୭ : ଓଲଟିଲା OSRTC ବସ୍। ଅନୁଗୋଳ ଜିଲ୍ଲା ସମଲ ଥାନା ବୁରୁକୁନା ଛକ ନିକଟରେ ଏହି ଦୁର୍ଘଟଣା। ଘଟିଛି । OSRTC ବସ୍ ଓଲଟି…
Read More » -
Ratha yatra 2026: ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ
ପୁରୀ,୨୨/୦୭: ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚାଘରକୁ ଆସି ଫେରିବାପରେ ଠାକୁରଙ୍କ ଶ୍ରୀମନ୍ଦିରକୁ ଫେରିବା ପ୍ରକ୍ରିୟା ଆରମ୍ଭ ହେବ । ବାହୁଡ଼ା ପ୍ରସ୍ତୁତି ପାଇଁ ମଙ୍ଗଳବାର ରଥ ଦକ୍ଷିଣ ମୋଡ଼ ।…
Read More » -
Shree Mandir: ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଘୋର ଅବହେଳା, ଦଦରା କିରୀଟ ପିନ୍ଧୁଛନ୍ତି, ଭଙ୍ଗା ପଲଙ୍କରେ ଶୋଉଛନ୍ତି, କୁଆଡେ ଗଲା ଗଜଦନ୍ତ ପଲଙ୍କ ?
ପୁରୀ,୨୧/୦୭: ସାରା ଜଗତର ମାଲିକାଣୀଙ୍କ ପାଇଁ ଭଲ ପଲଙ୍କଟିଏ ନାହିଁ । ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାଲକ୍ଷ୍ମୀ । ସିଂହାସନରେ ଅଧିଷ୍ଠିତା ହୋଇ ଦଦରା କିରୀଟ ଲାଗି…
Read More » -
Low Pressure Alert: ୨୨ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ ସମ୍ଭାବନା, ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୧/୦୭: ଆସନ୍ତା ୨୨ ତାରିଖରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୪ ତାରିଖ ବା ବାହୁଡ଼ା ଯାତ୍ରା ଦିନ ଏହା…
Read More » -
Highcourt: ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ
କଟକ: ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କର ପ୍ରମୁଖ…
Read More » -
Highcourt: ଆଇଜି, ଡିଆଇଜି ଓ କନ୍ଧମାଳ ଏସପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଚାକିରିରେ ଜଣେ ପୁଲିସ କନଷ୍ଟେବଳଙ୍କୁ ପୁନର୍ବାର ଅବସ୍ଥାପିତ କରିବା ପ୍ରସଂଗରେ ପୂର୍ବରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନ କରିବା କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଅବହେଳାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।…
Read More »