ରାଜ୍ୟ
-
Gutkha seizure: ଗୁଟଖା ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚ୍ଚିତ ଅଡବା ଅଞ୍ଚଳରୁ ଏବେ ବିପୁଳ ପରିମାଣର ସନ୍ଦିଗ୍ଧ ଗୁଟଖା ଚାଲାଣ ସାମ୍ନାକୁ ଆସିଛି। ବ୍ରହ୍ମପୁରରୁ ଜୟପୁର ଅଭିମୁଖେ ଯାଉଥିବା ଏକ…
Read More » -
Odisha Police ଓଡ଼ିଶା ପୁଲିସରେ ଯୋଡ଼ିହେବ ଆତଙ୍କବାଦୀ ଓ ନିଶା ନିରୋଧୀ ଟାସ୍କ ଫୋର୍ସ
ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସରେ ୧୦ ଥାନା, ୧୯ ଇଣ୍ଟେଲିଜେନ୍ସ ୟୁନିଟ୍ ପ୍ରସ୍ତାବ ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ ଭୁବନେଶ୍ୱର: ନିଶା କାରବାର, ଆତଙ୍କବାଦୀ…
Read More » -
Dead: ଯୁକ୍ତ ଦୁଇ ପଢ଼ିବା ସ୍ୱପ୍ନ ଅଧାରେ, ମୁମ୍ବାଇରେ ଯୁବତୀଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଯୁକ୍ତ ଦୁଇରେ ନାମ ଲେଖାଇ ପାଠ ପଢ଼ିବାର ସ୍ୱପ୍ନ ଥିଲା। ହେଲେ ପରିବାରର ଆର୍ଥିକ ଅନଟନ ସ୍ୱପ୍ନ ଆଗରେ ପ୍ରତିବନ୍ଧକ ସାଜିବାରୁ ରୋଜଗାର ପାଇଁ…
Read More » -
Mining Department Raid ଖଣି ବିଭାଗର ଚଢ଼ାଉ, ୧୪ ଡମ୍ପର ସହ ୪ ମେସିନ ଜବତ
ସୋର: ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ସୋର ଥାନା ମହୁମୁହାଣ ପଥର ଖାଦାନରେ ଚଢ଼ାଉ କରି ୧୪ ଟି ପଥର ବୋଝେଇ ଡମ୍ପର ସମେତ ଚାରୋଟି ମେସିନକୁ ଜବତ…
Read More » -
AI, Robotics ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଉଦ୍ଘାଟିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନିତ୍କାଲ୍ ଏଣ୍ଟରପ୍ରାଇଜ୍ ସର୍ଭିସେସ୍ର କ୍ୟାମ୍ପସରେ ଜାପାନୀଜ୍ ସାପ୍ ସଫ୍ଟୱେର୍ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର(ଜିସିସି) ସହିତ ଏଆଇ, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍ଘାଟନ…
Read More » -
TCS: ଟିସିଏସ୍ ବିକାଶ କରିବ ଓସ୍ବାସ୍ ୩.୦: ସେମିକଣ୍ଡକ୍ଟର ନୀତିରେ ସଂଶୋଧନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିକ କ୍ୟାବିନେଟ୍କମିଟି ବୈଠକରେ ଓସ୍ବାସ୍ ୩.୦ ବିକାଶ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହାକୁ ବିକାଶ କରିବା ପାଇଁ ଟିସିଏସ୍କୁ…
Read More » -
Accident: ଅଜଣା ଗାଡ଼ି ଧକ୍କାରେ ଶିଶୁକନ୍ୟା ମୃତ, ବାପା-ମା’ ଗୁରୁତର
ବାରଙ୍ଗ: ଆଜି ସନ୍ଧ୍ୟା ୮ଟା ବେଳେ କଟକଜିଲ୍ଲା ବାଙ୍କୀ-ତ୍ରିଶୂଳିଆ ମୁଖ୍ୟରାସ୍ତାର ପାଟପୁର ନିକଟରେ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ବର୍ଷ ବୟସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ନାବାଳିକର…
Read More » -
Puri development ଭବ୍ୟ ହେବ ମହୋଦଧୀ ଆରତୀ, ଆଧ୍ୟାତ୍ମିକ ହେବ ବେଳାଭୂମି, ବିକଶିତ ହେବ ଗୋବର୍ଦ୍ଧନ ପୀଠ
ଭୁବନେଶ୍ୱର: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ଲୋକସେବା ଭବନ ଠାରେ…
Read More » -
Low pressure: ବଙ୍ଗୋପସାଗରରେ ଲଘୁଚାପ ଆଜି: ୧୫ ତାରିଖ ଯାଏଁ ଲାଗିରହିବ ବର୍ଷା
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ…
Read More » -
Electric Scooty Fire: ଚାର୍ଜ ଲାଗିଥିବା ବେଳେ ବ୍ୟାଟେରୀ ସ୍କୁଟିରେ ନିଆଁ ଲାଗି ଭସ୍ମୀଭୂତ
ସୋର: ସୋର ପୌରପାଳିକା ୦୧ ନଂ ୱାର୍ଡ଼ ବଡ଼ଖୁରୀ ପଦ୍ମପୋଖରୀ ପାଖରେ ଘର କରି ରହୁଥିବା ବିହାରର ପ୍ରେମ କୁମାର ଦାସ ଗୁପ୍ତାଙ୍କୁ ବ୍ୟାଟେରୀ ସ୍କୁଟି ଚାର୍ଜ ଲାଗିଥିବା ବେଳେ ନିଆଁ ଲାଗି ଫାଟି…
Read More »