ରାଜ୍ୟ
-
Rourkela traffic: ସୁଧୁରୁନାହାନ୍ତି ଅମାନିଆ ଗାଡ଼ି ଚାଳକ; ୪ ମାସରେ ୨୮ ହଜାର ଚାଳକଙ୍କୁ ଇ-ଚାଲାଣ
ରାଉରକେଲା (ଦେବବ୍ରତ ଗଡ଼ତିଆ): ସ୍ମାର୍ଟସିଟି ରାଉରକେଲାରେ ଟ୍ରାଫିକ୍ ନିୟମର ଖୋଲା ଉଲ୍ଲଂଘନ ଚାଲିଛି। କିଏ ବିନା ହେଲ୍ମେଟ୍ ପିନ୍ଧି ଗାଡ଼ି ଚଳାଉଥିବାବେଳେ ପୁଣି କିଏ ନିଶାସେବନ, ମୋବାଇଲ ବ୍ୟବହାର କରି…
Read More » -
State Youth Congress: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ଯୁବ କଂଗ୍ରେସର ଶୋଭାଯାତ୍ରା
ଭୁବନେଶ୍ବର: ପ୍ରଶ୍ନପତ୍ର ପ୍ରଘଟ ଓ ସରକାରୀ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଦେଶ…
Read More » -
State Pharmaceutical Corporations: ରାଜ୍ୟ ଔଷଧ ନିଗମର ପୁନର୍ଗଠନ ନୋହିଲା: ତ୍ବରିତ ପଦକ୍ଷେପ ନେବାକୁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ଔଷଧ ନିଗମରେ ଔଷଧ-ମେଡିକାଲ ଉପକରଣ କିଣା ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଷଡ୍ଯନ୍ତ୍ର ଅଭିଯୋଗ ହୋଇଛି। ରାଜ୍ୟରେ ଔଷଧ ଓ ଚିକିତ୍ସା ସାମଗ୍ରୀକୁ ବିଭିନ୍ନ ଉତ୍ପାଦକଙ୍କଠାରୁ ସ୍ବଚ୍ଛ…
Read More » -
Chilika: ଚିଲିକା ଆଉ ରୋଜଗାର ଦେଉନି: ମତ୍ସ୍ୟଜୀବୀଙ୍କ ଘରେ ଚୁଲି ଜଳୁନି, ଦାଦନ ପାଇଁ ବସ୍ ଲାଗିଲା
ବ୍ରହ୍ମଗିରି: ରାଜ୍ୟରେ ଦାଦନ ଯନ୍ତ୍ରଣା ସବୁବେଳେ ଲାଗି ରହିଛି। ନିଜର ପରିବାରକୁ ଦି ଓଳି ଦି ମୁଠା ଖାଇବାକୁ ଦେବାକୁ ଯାଇ କିଏ ଠିକାଦାରର ନିର୍ଯାତନା ସହୁଛି ତ…
Read More » -
Tourism: ପର୍ଯ୍ୟଟନର ଅପାର ସମ୍ଭାର ‘ତଳମିଟିଂ’: ପହଞ୍ଚିପାରୁନି ପ୍ରଶାସନ
କୋରାପୁଟ: ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଛି ତଳମିଟିଂ। ଗାଁକୁ ଲାଗି ପଥୁରିଆ ଝରଣା ଦେଇ ବହିଯାଇଛି ଜଳପ୍ରପାତ, ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜଳପ୍ରପାତର ଅପରୂପ…
Read More » -
Iconic road: ନିର୍ମାଣ ହେଲାନି ଆଇକନିକ୍ ରାସ୍ତା: ମୁମ୍ବାଇରେ ଗାଡ଼ି ଚାଲିଲେ ଗୀତ ବାଜୁଛି
ଭୁବନେଶ୍ବର (ବିଶ୍ବଜିତ ଦାଶ): ରାଜ୍ୟରେ ଏନ୍ଏଚ୍ଏଆଇ, ପୂର୍ତ୍ତ ବିଭାଗରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ଇଡ୍କୋ, ବିଭିନ୍ନ ପୌରସଂସ୍ଥା ପ୍ରତିବର୍ଷ ଶହ ଶହ କିମି ନୂଆ ରାସ୍ତା…
Read More » -
Cryptocurrency: କ୍ରିପ୍ଟୋ କରେନ୍ସି ମାୟାରେ ଫସିଲେ: ୫ କୋଟିରୁ ଊର୍ଦ୍ଧ୍ବ ଠକେଇ, ଥାନାର ଦ୍ବାରସ୍ଥ ହେଲେ ୭ ଜିଲ୍ଲାର ୩୦ ବିନିଯୋଗକାରୀ
କାଳିଆପାଣି: ବାରମ୍ବାର ଆର୍ଥିକ ଠକେଇର ଶିକାର ହେବା ପରେ ବି ଲୋକେ ଚେତୁ ନାହାନ୍ତି। ଲୋଭର ବଶବର୍ତ୍ତୀ ହୋଇ ଫସିଯାଇଛନ୍ତି ୩୦ରୁ ଅଧିକ ଜମାକାରୀ। ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା…
Read More » -
Dharmendra: ତ୍ରିରଙ୍ଗା ଆମ ଜାତୀୟ ଗୌରବ ଓ ସ୍ୱାଭିମାନ: ଧର୍ମେନ୍ଦ୍ର
ସମ୍ବଲପୁର: ତ୍ରିରଙ୍ଗା ଆମ ଜାତୀୟ ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ଏହି ତ୍ରିରଙ୍ଗା ପଦଯାତ୍ରା ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭାରତର ମହାନ ସଂଗ୍ରାମୀମାନଙ୍କୁ ସ୍ମରଣ କରିବା…
Read More » -
Elephant: ଓଡ଼ିଶାମୁହାଁ ଆନ୍ଧ୍ର ହାତୀପଲ: ଗୁଣପୁର ଅଞ୍ଚଳରେ ବୁଲୁଛନ୍ତି, ଚାଷୀ ଓ ଗ୍ରାମବାସୀ ଭୟଭୀତ
ଗୁଣପୁର: ଓଡ଼ିଶାମୁହାଁ ହୋଇଛନ୍ତି ଆନ୍ଧ୍ରର ୪ଟିକିଆ ହାତୀପଲ। ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଗୁଣପୁର ବ୍ଲକ୍ ଜଗନ୍ନାଥପୁର ପଞ୍ଚାୟତର କତାଗୁଡ଼ା ଓ ବାରିଡ଼ି ଗ୍ରାମ ନିକଟରେ ହାତୀପଲ ଚଳପ୍ରଚଳ କରୁଛନ୍ତି। ଏହା…
Read More » -
କୁଆଡ଼େ ଗଲା ‘ଜେଲଟିନ୍’ ଡିଲର? ଜିଲ୍ଲା ବାହାରକୁ ବ୍ୟାପିଛି ନେଟ୍ୱର୍କ
ଖୋରଧା: ମାସକ ତଳେ ଖୋରଧା ସଦର ଥାନା ପୁଲିସ ଚୋରା ଜେଲଟିନ୍ ବ୍ୟବସାୟର ଗୋଟିଏ ଖିଅ ଧରିଥିଲା। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳରୁ ବେଆଇନ ଜେଲଟିନ୍ ଧରି ଚୋରା ଚାଲାଣ କରୁଥିବା ବିକ୍ରେତା, ଏହାର…
Read More »