Breaking
-
Liquor: ମଦ ବିରୋଧରେ ତାତିଲେ ଲୋକେ: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାତି କାଟିଲେ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଲଇକେରା ଗାଁରୁ ମଦଭାଟି ଉଚ୍ଛେଦ ପାଇଁ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରାଯିବା ସତ୍ତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ…
Read More » -
ଏପ୍ରିଲ ୧୬ରୁ ଜନଗଣନା
ଭୁବନେଶ୍ବର: ଏପ୍ରିଲ ୧୬ରୁ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ମେ’ ୧୫ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ଧରି ଚାଲିବାକୁ ଥିବା ଜନଗଣନାରେ…
Read More » -
Naveen: ନେତା ଫାଙ୍କୁଥିଲେ, ନବୀନ ମାନିଲେ: ନିଜେ ଟ୍ରଷ୍ଟ ଗଢ଼ିଛନ୍ତି ବୋଲି କହିଲେ, ପାଣ୍ଡିଆନ-ସଂତୃପ୍ତଙ୍କ ଭୂମିକା ଉପରେ କିଛି କହିଲେନି
ଭୁବନେଶ୍ବର: ନୂଆଦିଲ୍ଲୀରେ ‘ବିଜୁ-ନବୀନ ଇନ୍ସ୍ପିରେସନାଲ୍ ଫାଉଣ୍ଡେସନ୍’କୁ ନେଇ ବିଜେଡି ନେତାମାନଙ୍କ ଭିତରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଦଳର ବିଧାୟକମାନେ ଏହାକୁ ଫାଙ୍କି ଚାଲିଥିଲେ। କିନ୍ତୁ ନିଜେ ନବୀନ ପଟ୍ଟନାୟକ…
Read More » -
SCB: ଏସ୍ସିବିରେ ଅଗ୍ନିକାଣ୍ଡ: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ
ଭୁବନେଶ୍ବର: ଏସ୍ସିବି ମେଡିକାଲ୍ ଟ୍ରମା ଆଇସିୟୁରେ ନିଆଁ ଲାଗିବା ଘଟଣାକୁ ନେଇ ସରକାର ଅଡ଼ୁଆରେ ପଡ଼ି ଯାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ବିରୋଧୀ…
Read More » -
Panchayati Raj Minister: ଓଡ଼ିଶାକୁ ଦାଦନମୁକ୍ତ କରିବୁ: ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟର ୯ଟି ଜିଲ୍ଲାବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାର ୩୦ଟି ବ୍ଲକରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ବିଜେଡି ସରକାର ଥିବାବେଳେ ମନରେଗା ଯୋଜନାରେ ବି ୧୦୦ଦିନର କାମ…
Read More » -
SCB: ପୁଣି ଅଘଟଣରୁ ବର୍ତ୍ତିଲା ଏସ୍ସିବି: ନନ୍ ଟ୍ରମା କାଜୁଆଲିଟିରେ ସର୍ଟସର୍କିଟ୍
କଟକ: ଏସ୍ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣା ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବୁଧବାର ଆଉ ଏକ ବଡ଼ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଛି ଏସ୍ସିବି ମେଡିକାଲ୍।…
Read More » -
ଆର୍ଆଇଙ୍କୁ ଅଫିସ୍ରୁ ଘୋଷାରି ଆଣି ପିଟିଲେ: ବେଆଇନ କାର୍ଯ୍ୟ କଲେନି…
ଚାନ୍ଦବାଲି: ବେଆଇନ କାର୍ଯ୍ୟ ନ କରିବାରୁ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରୁ ଘୋଷାରି ନେଇ ପିଟିଛନ୍ତି। ସର୍ବସମ୍ମୁଖରେ ଆର୍ଆଇଙ୍କୁ ଆଖିବୁଜା ମାଡ଼ ହୋଇଛି। ଭଦ୍ରକଜିଲ୍ଲା ଚାନ୍ଦବାଲି…
Read More » -
Police: ପୁଲିସର ଭୁଲ୍ ପାଇଁ ନାବାଳକ ୨୦ ଦିନ ଜେଲ୍ରେ: ବୟସ ତ୍ରୁଟି, ୨୮ କଏଦୀଙ୍କ ସହ ଗୋଟିଏ ସେଲ୍ରେ
ନବରଙ୍ଗପୁର: ଏକ ହତ୍ୟା ମାମଲାର ତଦନ୍ତ ସମୟରେ ଗୁରୁତର ତ୍ରୁଟି କରିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପୁଲିସ। ଏତଲାରେ ବୟସ ଭୁଲ୍ ଉଲ୍ଲେଖ କରି ନାବାଳକ ଅଭିଯୁକ୍ତକୁ ସାବାଳକ ଦର୍ଶାଇ…
Read More » -
Ananya: କନକ ନ୍ୟୁଜ୍ର ‘ଅନନ୍ୟା’ ମଞ୍ଚରେ କହିଲେ ଉପମୁଖ୍ୟମନ୍ତ୍ରୀ: କୋଟିଏ ମହିଳାଙ୍କର ହେବ ମାମୋଗ୍ରାଫି ପରୀକ୍ଷା
ଭୁବନେଶ୍ବର: ମୋ ଶାଶୂଙ୍କ ଘାଣ୍ଟ ତରକାରୀ ମୋତେ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦିଏ। ସବୁ ସାମଗ୍ରୀର ଠିକ୍ ସମ୍ମିଶ୍ରଣ କିଭଳି ଘରେ ବି ପଞ୍ଚତାରକା ହୋଟେଲର…
Read More » -
Firewood: ଜାଳେଣି କାଠ ଉପରେ ୮୦ ପ୍ରତିଶତ ଆଦିବାସୀ ନିର୍ଭରଶିଳ
ଡାବୁଗାଁ (ସଂଜୟ ପାଢ଼ୀ): ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ବିଶ୍ବର ବିଭିନ୍ନ ଦେଶରେ ପ୍ରାକୃତିକ ଗ୍ୟାସ୍ ଓ ତୈଳ ସଙ୍କଟ ଦେଖା ଦେଇଛି। ଏହାର ପ୍ରଭାବ ଭାରତ ଉପରେ…
Read More »