Breaking
-
Health: ନବରଂଗପୁର ଡିଏଚଏଚ୍ରେ ନାହିଁ ଜରୁରୀକାଳନୀ ପ୍ରସ୍ଥାନ ସ୍ଥାନ
ନବରଙ୍ଗପୁର (ସୁରେଶ ନାଇଡୁ):କଟକ ଏସସିବି ମେଡିକାଲ କଲେଜର ଟ୍ରମା କେୟାର ୟୁନିଟରେ ହୋଇଥିବା ଅଗ୍ନିକାଣ୍ଡ ଏବଂ ଏଥିରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ, ୫ଜଣ ଗୁରୁତର ହେବା ଘଟଣା ସ୍ବାସ୍ଥ୍ୟ ବିଭାଗ ଅଗ୍ନିନିରାପତ୍ତା…
Read More » -
Protest: ମାର୍ଚ୍ଚ ୨୦ ରୁ ୨୨ ତାରିଖ ୪୮ ଘଣ୍ଟା ବାମନଘାଟୀ ବନ୍ଦ
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଗତ ୧୨ ମାର୍ଚ୍ଚ ତାରିଖରେ ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକ ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗରେ…
Read More » -
Murder Attempt: ଶିକ୍ଷୟତ୍ରୀ ସ୍ତ୍ରୀ’କୁ ହତ୍ୟା ଉଦ୍ୟମ କରି ସଫ୍ଟୱେର ଇଞ୍ଜିନିୟର ସ୍ବାମୀ ଗରିଫ
ଚନ୍ଦ୍ରଶେଖରପୁର (ବିଦ୍ୟାଧର ବାରିକ): ନିଜ ସ୍ତ୍ରୀ’ଙ୍କୁ କଟୁରୀରେ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସ୍ବାମୀକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣ କରିଛି। ଘଟଣାଅନୁଯାୟୀ ଅଭିଯୁକ୍ତ…
Read More » -
Supreme Court: ସୁପ୍ରିମ୍କୋର୍ଟରେ ଦାରା ସିଂହଙ୍କ ମୁକ୍ତି ଆବେଦନର ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ବିଚାରପତି ମନମୋହନ ଓ ମନୋଜ ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠରେ ବୁଧବାର ବହୁଚର୍ଚ୍ଚିତ ଦାରା ସିଂହ ମାମଲାର ଶୁଣାଣି ହୋଇଥିଲା। ଉଲ୍ଲେଖଯୋଗ୍ୟ, ଦାରା ସିଂହଙ୍କୁ ସମ୍ପୂର୍ଣ୍ଣ…
Read More » -
Arrest: ପିଲା ଚୋର ସନ୍ଦେହରେ ମାନସିକ ଭିନ୍ନକ୍ଷମ ବୃଦ୍ଧଙ୍କୁ ପିଟିପିଟି ହତ୍ୟା: ୯ଗିରଫ
ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଥାନା ଅର୍ନ୍ତଗତ ଖଣ୍ଡୁଗୁଡା ଗାଁରେ ଗତକାଲି ରାତିରେ ଜଣେ ଅପରିଚିତ ବୃଦ୍ଧ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପିଲା ଚୋର ସଂଦେହରେ ପିଟି ପିଟି ହତ୍ୟା…
Read More » -
Budget 2026-27: ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ଚଳିତ ବଜେଟ୍ରେ ରାଜ୍ୟ ସରକାର ଅଭୂତପୂର୍ବ ଗୁରୁତ୍ୱ ପ୍ରଦାନ କରିଛନ୍ତି I ବୁଧବାର…
Read More » -
Dead: ନାଏବ ସରପଞ୍ଚଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ମାଆ, ସ୍ବାମୀ ଗିରଫ
କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲାସୁକିନ୍ଦା ଥାନା ହରିପୁର ପଞ୍ଚାୟତ ନାଏବ ସରପଞ୍ଚ ପୂଜାରାଣୀ ବେହେରା (ଗୋଛାୟତ)ଙ୍କ ସନ୍ଦେହଜନକ ମୃତ୍ୟୁରେ ତାଙ୍କ ମାଆ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଧିକ ଯୌତୁକ ଦାବିରେ…
Read More » -
Fire In SCB: ଏସ୍ସିବି ଅଗ୍ନିକାଣ୍ଡ ଘଟଣା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି କଲା ବିଜେଡି
ଭୁବନେଶ୍ୱର: କଟକର ଏସ୍ସିବି ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ (ଏସ୍ସିବି ଏମସିଏଚ୍)ରେ ମାର୍ଚ୍ଚ ୧୬, ୨୦୨୬ରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ଭାବେ…
Read More » -
Sukinda: ସୁକିନ୍ଦାରେ ଟସର ଫାର୍ମ ବୁଲିଲେ ଆଣ୍ଡାମାନ ପ୍ରତିନିଧି ଦଳ
କାଳିଆପାଣି (ରବି ନାରାୟଣ କର): ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୩୮ ଜଣିଆ ପଞ୍ଚାୟତିରାଜ ପ୍ରତିନିଧି ଦଳ ବାହ୍ୟ ପରିଭ୍ରମଣ ଗସ୍ତରେ ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ବୁଲି…
Read More » -
Action: କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୪ଜଣ ଅଧିକାରୀ ନିଲମ୍ୱିତ
ଭୁବନେଶ୍ୱର: କଟକଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ…
Read More »