ଦେଶ ବିଦେଶ
-
Nasir Madani: ହାଫିଜ୍ ସଇଦ କାଶ୍ମୀରକୁ ୧୦ ହଜାର ଆତଙ୍କବାଦୀ ପଠାଇଥିବା ନାସିର ମଦନିଙ୍କ ଦାବି
ନୂଆଦିଲ୍ଲୀ:ପାକିସ୍ତାନରେ ଲସ୍କର-ଇ-ତୋ,ବା ସହିତ ଜଡିତ ଏକ କାର୍ଯ୍ୟକ୍ରମର ଭିଡିଓ ପ୍ରକାଶ ପାଇବା ପରେ, କାଶ୍ମୀର ସମ୍ପର୍କରେ ଆଉ ଏକ ବଡ଼ ଦାବି କରାଯାଇଛି। ମୌଲବୀ ନାସିର ମଦନି ହାଫିଜ୍ ସଇଦଙ୍କର ପ୍ରଶଂସା…
Read More » -
Strait of Hormuz: ହର୍ମୁଜ୍କୁ ଆମେରିକାର ଅଞ୍ଚଳ ଘୋଷଣା କରିବା ଯୋଜନାକୁ ଦୋହରାଇଲେ ଟ୍ରମ୍ପ
ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଞ୍ଚଳ ଘୋଷଣା କରିବା ତାଙ୍କର ଦାବିକୁ ଦୋହରାଇଛନ୍ତି। ଇରାନ ସହିତ ଜାରି ଉତ୍ତେଜନା ମଧ୍ୟରେ ୱାସିଂଟନର ଏହି ସାମୁଦ୍ରିକ ଜଳପଥ…
Read More » -
Trump: ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା: ସେଭ୍ ଆମେରିକା ଆକ୍ଟ ପାସ୍ କରିବା ଉପରେ କଲେ ଗୁରୁତ୍ବାରୋପ
ୱାସିଂଟନ : ଆମେରିକାରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନପ୍ରଣାଳୀ ଏବଂ ଭୋଟର ପରିଚୟ ପ୍ରଣାଳୀକୁ ପ୍ରଶଂସା କରି ସେଫଗାର୍ଡ ଆମେରିକାନ ଭୋଟର ଏଲଜିବିଲିଟି(ସେଭ୍)ଆମେରିକା ଆକ୍ଟ ପାସ୍ କରିବା ପାଇଁ ତାଙ୍କର ଆହ୍ୱାନକୁ ଦୋହରାଇଛନ୍ତି।…
Read More » -
Road Accident: ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍ଅପ୍କୁ ଟ୍ରକ୍ର ଧକ୍କା, ୮ ମୃତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଧାନ ରୁଆ କାମ ସାରି ଘରକୁ ଫେରୁଥିବା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଲୋଡିଂ ପିକ୍ଅପ୍ ଭ୍ୟାନ୍କୁ ସାମ୍ନାପଟୁ ଆସୁଥିବା…
Read More » -
Nitin: ଟିମ୍ ଗଠନ କଲେ ନିତିନ: ୨୦୨୯କୁ ଆଖି
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନ ଦାୟିତ୍ବ ନେବାର ପ୍ରାୟ ୮ ମାସ ପରେ ସୋମବାର ତାଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି। ୬୫ ଜଣିଆ ନୂଆ…
Read More » -
Exam: ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷା ବାତିଲ ହେଲା: ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ ହେବ
ରାଞ୍ଚି: ଛାତ୍ର ଓ ଚାକିରି ଆଶାୟୀମାନଙ୍କ ଆନ୍ଦୋଳନ ଭିତରେ ଆଜି ଝାଡ଼ଖଣ୍ଡ ସରକାର ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷା ବାତିଲ କରିଛନ୍ତି। ଏଥିସହ ୨୦୧୪ ମସିହାରୁ ଟିଡିପିଏଲ୍ ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାରେ…
Read More » -
Uttarpradesh: ଉତ୍ତରପ୍ରଦେଶ ଏଟିଏସ୍ ଦ୍ବାରା ସନ୍ଦିଗ୍ଧ ଆତଙ୍କୀ ଗିରଫ, ଜିହାଦୀ କାର୍ଯ୍ୟ ପାଇଁ ପାକିସ୍ତାନକୁ ପାଣ୍ଠି ପଠାଉଥିଲା
ମିରଟ: ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍-ଏ-ମହମ୍ମଦ ସମ୍ପର୍କରେ ଥିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ଯୁବକକୁ ଗିରଫ କରିଛି। ସନ୍ଦିଗ୍ଧ ଆତଙ୍କୀ ମହମ୍ମଦ ଜାଫର୍…
Read More » -
Electricity: ୩ ରାଜ୍ୟରେ କୃଷି-ସ୍ବତନ୍ତ୍ର ବିଦ୍ୟୁତ୍ କମ୍ପାନି: ଆଗକୁ ବଢ଼ିଲେ ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା
ନୂଆଦିଲ୍ଲୀ: ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ (ସିଏଜି)ଙ୍କ ରିପୋର୍ଟ ଅନୁସାରେ ୨୦୨୪-୨୫ରେ ରାଜ୍ୟଗୁଡ଼ିକ ବିଦ୍ୟୁତ୍ ସବ୍ସିଡି (ଶୁଳ୍କ ରିହାତି) ବାବଦରେ ୧.୮୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ସେମାନଙ୍କ…
Read More » -
Pakistan: ପାକିସ୍ତାନରେ ଠକେଇକାରୀ କଲ୍ ସେଣ୍ଟର ଉପରେ ଚଢ଼ଉ: ୪୦ ଚୀନ୍ ନାଗରିକଙ୍କ ସମେତ ୨୫୮ ବିଦେଶୀ ଅଟକ
ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଲୋକଙ୍କୁ ଠକୁଥିବା କଲ୍ ସେଣ୍ଟର ଉପରେ ଚଢ଼ଉ କରି ୪୦ ଜଣ ଚୀନ୍ ନାଗରିକଙ୍କ ସମେତ ୨୫୮ ଜଣ ବିଦେଶୀଙ୍କୁ ଅଟକ ରଖିଛନ୍ତି ପାକିସ୍ତାନୀ…
Read More » -
Judge: ଚାରି ମାସରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଲେ ୟୁପିର ବିଚାରପତି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ଫାଷ୍ଟ୍ ଟ୍ରାକ୍ କୋର୍ଟ-୩ର ଅତିରିକ୍ତ ଜିଲ୍ଲା ଓ ସେସନ୍ସ ବିଚାରପତି ରବି କୁମାର ଦିବାକର ଗତ ଚାରି ମାସରେ ୧୦ଟି ମାମଲାରେ ୨୨ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ହତ୍ୟା, ଡକାୟତି…
Read More »