ଦେଶ ବିଦେଶ
-
Protest: ପଞ୍ଜାବରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର, ମୁଖ୍ୟମନ୍ତ୍ରୀ ମାନ୍ଙ୍କ କୁଶପୁତ୍ତଳିକା ଦାହ
ହୋସିଆରପୁର: ପଞ୍ଜାବରେ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ବୈଠକ ପାଇଁ ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯିବା ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କର୍ମଚାରୀ ପ୍ରତିନିଧିଙ୍କୁ ଭେଟିବାକୁ ମନା କରିଥିବା…
Read More » -
Attack: ମଣିପୁରରେ ବିଜେପି ବିଧାୟକଙ୍କ ବାସଭବନ ପରିସରରେ ଗ୍ରେନେଡ୍ ବିସ୍ଫୋରଣ
ଇମ୍ଫାଲ: ମଣିପୁରରେ ପୁଣି ହିଂସା ଉପୁଜିଛି। ଗତକାଲି ୪ ଜଣ ନାଗା ଆଦିବାସୀଙ୍କୁ ମଣିପୁରରେ ଗୁଳି କରି ହତ୍ୟା କରାଯିବା ପରେ ଆଜି ପୁଣି ଜଣେ ବିଜେପି ବିଧାୟକ ତଥା…
Read More » -
Nepal flood: ନେପାଳ ବନ୍ୟାରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଉତ୍ତର ପ୍ରଦେଶରୁ ଉଦ୍ଧାର
ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟାଜଳରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଭାରତର ତଳିଆ ଅଞ୍ଚଳରୁ ମିଳିଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାର ନଦୀଗୁଡ଼ିକରୁ ଏହି…
Read More » -
Accident: ବିଲାସପୁରରେ ଲ୍ୟାଣ୍ଡିଂ ପରେ ବିମାନର ଟାୟାର ଫାଟିଲା, ୩୫ ଯାତ୍ରୀ ସୁରକ୍ଷିତ
ବିଲାସପୁର: ଛତିଶଗଡ଼ର ବିଲାସପୁର ବିମାନବନ୍ଦରରେ ଶୁକ୍ରବାର ଏକ ବିମାନର ଟାୟାର ଫାଟିଯିବାରୁ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀରୁ ପ୍ରାୟ ୩୫ ଯାତ୍ରୀଙ୍କୁ ନେଇ ବିଲାସପୁର…
Read More » -
ଜେଲରେ ଇମ୍ରାନ ଜୀବିତ ରହିବା ନେଇ ପୁଅଙ୍କ ଆଶଙ୍କା
ଇସ୍ଲାମାବାଦ୍ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲ୍ରେ ବନ୍ଦୀ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଅବନତି ହେବାରୁ ସେ ଜୀବିତ ରହିବା ନେଇ…
Read More » -
ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ୬ ସପ୍ତାହରେ ବସ୍ତି ଉଚ୍ଛେଦ ନିର୍ଦେଶ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଥିବା ୩ଟି ବସ୍ତିକୁ ୬ ସପ୍ତାହ ମଧ୍ୟରେ ଉଚ୍ଛେଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏସବୁ ବସ୍ତିରେ…
Read More » -
କେନିଆ ପାଇଁ ଭାରତ ସର୍ବାଧିକ ତୈଳ ରପ୍ତାନିକାରୀ ରାଷ୍ଟ୍ର
ନୂଆଦିଲ୍ଲୀ : ୟୁଏଇ ଓ ସାଉଦି ଆରବକୁ ପଛରେ ପକାଇ କେନିଆ ପାଇଁ ସବୁଠାରୁ ବଡ଼ ପେଟ୍ରୋଲିୟମ୍ ଯୋଗାଣକାରୀ ଦେଶ ପାଲଟିଛି। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ବିବାଦ…
Read More » -
ନେପାଳରେ ଜଳପ୍ରଳୟ : ଶତାଧିକ ମୃତ
କାଠମାଣ୍ଡୁ/ନୂଆଦିଲ୍ଲୀ : ନେପାଳ-ତିବ୍ବତ ସୀମାନ୍ତ ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆକସ୍ମିକ ବନ୍ୟା ଆସି ସମଗ୍ର ଅଞ୍ଚଳରେ ତାଣ୍ଡବ ରଚିଛି। ନେପାଳରେ ବୁଧବାର ହୋଇଥିବା ଏହି ପ୍ରଳୟଙ୍କରୀ…
Read More » -
Nepal Flood: ନେପାଳରେ କାହିଁକି ଘଟିଲା ଜଳପ୍ରଳୟ: କାରଣ ସ୍ପଷ୍ଟ କଲା ଆମେରିକା ଭୂତତ୍ତ୍ୱ ସର୍ଭେ
ୱାସିଂଟନ/କାଠମାଣ୍ଡୁ: ବୁଧବାର ପ୍ରତ୍ୟୁଷରେ ନେପାଳର ରାସୁୱା ଜିଲ୍ଲାର ଭୋଟେକୋଶି ନଦୀରେ ଏକ ବଡ଼ ଜଳପ୍ରଳୟ ଘଟି ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏହି ଦୁଃଖଦ ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…
Read More » -
Trump: ମୋଜତାବାଙ୍କ ମୃତ୍ୟୁ ଘଟିନାହିଁ, ସେ ଗୁରୁତର ଆହତ ହୋଇଛନ୍ତି: ଇରାନର ସର୍ବୋଚ୍ଚ ନେତାଙ୍କୁ ନେଇ ଦାବି କଲେ ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି ଜୀବିତ ଅଛନ୍ତି କିନ୍ତୁ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ସେ ଗୁରୁତର…
Read More »