ଦେଶ ବିଦେଶ
-
Assam flood: ଆସାମ ବନ୍ୟା ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି, ୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର
ଗୁଆହାଟୀ: ଆସାମରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୭୫ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର ଜିଲ୍ଲାରେ ଆଉ ୭…
Read More » -
Protest: ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ଘର ଅଭିମୁଖେ ମାର୍ଚ୍ଚ; ଯୋଗଦେଲେ ଜେନ୍-ଜେଡ୍ ପ୍ରତିବାଦକାରୀ
ଭୋପାଳ: ମଧ୍ୟପ୍ରଦେଶରେ କୃଷକ ଆନ୍ଦୋଳନ ତୀବ୍ର ରୂପ ନେଇଛି। ପ୍ରାୟ ୨ ହଜାର କୃଷକ ପୁଲିସ ବ୍ୟାରିକେଡ୍ ଭାଙ୍ଗି ରାଜଧାନୀ ଭୋପାଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ କରିଛନ୍ତି।…
Read More » -
Air India: ଅହମଦାବାଦ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା: ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ରେ ମିଳିଲାନି କୌଣସି ତ୍ରୁଟି, କହିଲେ ସରକାର
ନୂଆଦିଲ୍ଲୀ: ଅହମଦାବାଦରେ ଏୟାର୍ ଇଣ୍ଡିଆର ଡ୍ରିମ୍ଲାଇନର ବିମାନ ଦୁର୍ଘଟଣାପରେ ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ ନେଇ ଉଠିଥିବା ସନ୍ଦେହକୁ ନେଇ କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି। ତଦନ୍ତରେ ଏପର୍ଯ୍ୟନ୍ତ…
Read More » -
Khordha: ଖୋରଧାରେ ଖୋଲିବ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍
ନୂଆଦିଲ୍ଲୀ: ସାରା ଦେଶରେ ଜାତୀୟ ଫୋରେନ୍ସି ସାଇନ୍ସେସ୍ ବିଶ୍ବବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ)ର ୯ଟି କ୍ୟାମ୍ପସ ଖୋଲିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେଥିରୁ ଗୋଟିଏ କ୍ୟାମ୍ପସ ଓଡ଼ିଶାର ଖୋରଧାରେ ଖୋଲାଯିବ।…
Read More » -
HDFC Bank: ବ୍ୟାଙ୍କ ଅସୁଲ କଲେ ୭୦୮୬ ସର୍ବନିମ୍ନ ବାଲାନ୍ସ ଜରିମାନା; ଏଚ୍ଡିଏଫ୍ସିର ସର୍ବାଧିକ ୧୭୯୮ କୋଟି
ନୂଆଦିଲ୍ଲୀ: ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାରେ ବିଫଳ ହେଉଥିବା ଗ୍ରାହକମାନଙ୍କଠାରୁ ବ୍ୟାଙ୍କଗୁଡ଼ିକ ଜରିମାନା ଆଦାୟ କରୁଛନ୍ତି। ୨୦୨୫-୨୬ରେ ଏହି ଜରିମାନା ବାବଦରେ ବ୍ୟାଙ୍କଗୁଡ଼ିକ ୭୦୮୬ କୋଟି ଟଙ୍କା ଆଦାୟ…
Read More » -
Ram Mandir Trust: ରାମ ମନ୍ଦିର ଟ୍ରଷ୍ଟର ସଚିବ ଭାବେ ଜଗଦୀଶ ଆଫଲେ ନିଯୁକ୍ତ
ଲକ୍ଷ୍ନୌ:ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଆତ୍ମସାତକୁ ନେଇ ବିବାଦ ପରେ, ରାମ ମନ୍ଦିର ଟ୍ରଷ୍ଟ ଏହାର ନୂତନ ସଚିବଙ୍କୁ ନିଯୁକ୍ତ କରିଛି। ପେଶାରେ ଜଣେ ଇଞ୍ଜିନିୟର ଏବଂ ମନ୍ଦିର…
Read More » -
Rahul Gandhi: ରାହୁଲଙ୍କ ‘ଇଡିଅଟ୍’ ଶବ୍ଦକୁ ନେଇ ଲୋକସଭାରେ ହୋହଲ୍ଲା: ରାଜ୍ୟସଭା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ
ନୂଆଦିଲ୍ଲୀ:ସଂସଦ ବୁଧବାର ଆରମ୍ଭ ହେବା ପରେ ଛାତ୍ରମାନଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ଗୃହମନ୍ତ୍ରୀଙ୍କ ଉତ୍ତର ଦାବି କରି ବିରୋଧୀ ଦଳ ବିରୋଧ ଜାରି ରଖିବାରୁ ଲୋକସଭା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ…
Read More » -
Russia Ukraine War: ‘ମୃତ୍ୟୁ ଜାହାଜ’ରେ ଫସି ରହିଛନ୍ତି ୧୩ ଭାରତୀୟ କ୍ରୁ ସଦସ୍ୟ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ
କିଭ୍:ୟୁକ୍ରେନର ବିପଦପୂର୍ଣ୍ଣ ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ଭାରତୀୟ ନାବିକଙ୍କ ଜୀବନ ସଙ୍କଟରେ ରହିଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ଘାରୁଛି ମୃତ୍ୟୁର ଭୟ। ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଲାଗି ରହିଥିବା ଏକ ମାଲବାହୀ ଜାହାଜରେ…
Read More » -
Iran Attack: ପୁଣି ବାରୁଦରେ ଜଳିଲା ମଧ୍ୟପ୍ରାଚ୍ୟ: ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ
ତେହେରାନ:ଇରାନ ଜୋର୍ଡାନରେ ଥିବା ଏକ ଆମେରିକୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ଇରାନ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାର ପ୍ରୟାସକୁ ଏକ ବଡ଼…
Read More » -
US Bill: ରୁଷରୁ ତୈଳ କିଣିଲେ ଭାରତର ଉପରେ ୧୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!
ୱାସିଂଟନ: ଆମେରିକାର ସେନେଟ୍ ରୁଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ୍ ପାସ୍ କରିଛି, ଯାହା ଭାରତ ସମେତ ଅନେକ ଦେଶକୁ ପ୍ରଭାବିତ କରିପାରେ। ସେନେଟ୍ ରୁଷକୁ ଟାର୍ଗେଟ…
Read More »