ଜିଲ୍ଲା
-
SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!
ବୌଦ୍ଧ,୧୯।୬: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ…
Read More » -
୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…
Read More » -
Amuni village: ଆମୁଣି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ଅଲେଖ ମହିମା ବାବାଙ୍କୁ ପଥରରେ ଛେଚି ହତ୍ୟା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଆମୁଣି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ପୋଖରୀକୁ ଭୋର ସକାଳୁ ଗାଧେଇବାକୁ ଯାଇଥିବା ବେଳେ ଘଟିଛି। ମୃତକ ଅଁରା ଗ୍ରାମର ଅଲେଖ…
Read More » -
Massive Fire: ଗଦି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
କଟକ: କଟକ ଜିଲ୍ଲା ସାଲେପୁର ରାସ୍ତା ପଦ୍ମପୁର ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକ ଗଦି ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ଦେଖାଦେଇଥିଲା ଆତଙ୍କ। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ…
Read More » -
Vigilance: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ବର/ଜୟପୁର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ…
Read More » -
Leopard Skin Trade: କଲରାପତରିଆ ବାଘ ଚମଡ଼ା କାରବାର ପଛରେ ବଡ଼ ରାକେଟ୍! ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ ତଦନ୍ତ ପାଇଁ ଏସ୍ପିଙ୍କ ସୁପାରିସ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଞ୍ଚଳରେ କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ଏବଂ ସଂରକ୍ଷିତ ବନ୍ୟଜନ୍ତୁ ଶିକାର ସହ ଜଡିତ ଏକ ସଙ୍ଗଠିତ ଅପରାଧିକ ନେଟୱାର୍କର ସୂତ୍ର ମିଳିବା ପରେ ଏହାର ତଦନ୍ତକୁ କ୍ରାଇମବ୍ରାଞ୍ଚର…
Read More » -
Rathkhala: ରଥଖଳା: ଗୋଟିଏ ଦିନରେ ୧୨ କଣି ଫାଉଡ଼ା
ପୁରୀ: ରଥ ନିର୍ମାଣ କାର୍ଯ୍ୟ ୫୯ ଦିନରେ ପହଞ୍ଚିଛି। ଗତକାଲି ସକାଳ ବେଳା ହୋଇଥିବା ବିଶୃଙ୍ଖଳା ସମାଧାନ ହେବା ପରେ ଆଜି ସକାଳ ୮ଟାରୁ ଶୃଙ୍ଖଳିତ ଢଙ୍ଗରେ ରଥ…
Read More » -
Sital Sasthi: ପଡ଼ିଲା ଦେବଦଂପତିଙ୍କ ହାତଗଣ୍ଠି: ଭାରତୀୟ ପାରଂପରିକ କଳାରେ ଦୁଲୁକିଲା ସମ୍ବଲପୁର
ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ପାଇଁ ସଂସ୍କୃତିର ହର ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି। ଦେବଦମ୍ପତିଙ୍କ ଲୌକିକ ବିବାହ ପାଇଁ ଭକ୍ତିରେ ବିଭୋର ହୋଇଛନ୍ତି ଭକ୍ତ ଏବଂ ଜନତା।…
Read More » -
Encounter: ଏନ୍କାଉଣ୍ଟର୍ରେ ୨ ଲୁଟେରା ଆହତ
ଅନୁଗୁଳ: ତାଳଚେର ହାଟତୋଟାରେ ଥିବା ବାଲାଜୀ ସୁନା ସଫେଇ ଦୋକାନରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଲୁଟି ଗତକାଲି ରାତିରେ ଚମ୍ପଟ ମାରିଥିଲେ ଲୁଟେରା ଦଳ। ଲୁଟେରାଙ୍କୁ…
Read More » -
707 new 4G towers: ୨୫ ଜିଲ୍ଲାର ଉପାନ୍ତ ଗାଁରେ ବସିବ ୭୦୭ ନୂଆ ୪ଜି ଟାୱାର: ଜମି ଯୋଗାଇଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ବର/କେନ୍ଦୁଝର: ରାଜ୍ୟର ଶତାଧିକ ଗାଁରେ ନାହିଁ ମୋବାଇଲ୍ ନେଟ୍ୱର୍କ। ଏହି ସମସ୍ୟା ଦୂର କରିବାକୁ ୨୫ଟି ଜିଲ୍ଲାରେ ୭୦୭ଟି ନୂଆ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ସରକାର…
Read More »