ମହାନଗର
-
Chenapod Day: ଛେନାପୋଡ଼ ଦିବସରେ ଉଦ୍ଭାବକଙ୍କ ସ୍ମୃତିଚାରଣ: ‘ବିଦ୍ୟାଧର ସାହୁଙ୍କୁ ଛାଡ଼ି ଛେନାପୋଡ଼ ଇତିହାସ ଅସମ୍ପୂର୍ଣ୍ଣ’
ପୁରୁଣା ଭୁବନେଶ୍ୱର: ଛେନାପୋଡ଼ ଏକ ସ୍ବତନ୍ତ୍ର ପିଠା ଓ ମିଠା। ଏହା ଓଡ଼ିଆଙ୍କ ପ୍ରିୟ ପିଠା ସମୁଦାୟରେ ଗଣା ଏବଂ ଆଗଧାଡ଼ିର ମିଠାରେ ବି ଗଣା। ଏହାର ପ୍ରସ୍ତୁତି…
Read More » -
BMC: ହଟିବ ବକେୟା ରଖିଥିବା ଏଜେନ୍ସିଙ୍କ ହୋର୍ଡିଂ: ବାକି ପଡ଼ିଛି ୧୫ କୋଟିରୁ ଅଧିକ ଟଙ୍କା
ଭୁବନେଶ୍ୱର: ବିଜ୍ଞାପନ ହୋର୍ଡିଂ ଲଗାଉଥିବା ଏଜେନ୍ସିମାନେ ୧୫ କୋଟିରୁ ଅଧିକ ଟଙ୍କା ବାକି ରଖିଛନ୍ତି। ନୋଟିସ୍ ପରେ ବି ଶୁଣୁନାହାନ୍ତି। ଯେଉଁଠି ଆର୍ଥିକ ଅଚଳାବସ୍ଥା ଭିତରେ ଉନ୍ନୟନ କାର୍ଯ୍ୟ ଅଟକି…
Read More » -
Land from BDA: ମାସର ପ୍ରଥମ ଶନିବାର ବିଡିଏରୁ ଜମି, ଘର କିଣିଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ଜନଶୁଣାଣି
ଭୁବନେଶ୍ୱର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ଏଣିକି ପ୍ରତି ମାସର ପ୍ରଥମ ଶନିବାର ବିଡିଏଠାରୁ ଘର, ଜମି ନେଇଥିବା ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ହେବ।…
Read More » -
Vande Mataram: ‘ବନ୍ଦେ ମାତରମ୍’ ଗୌରବ ଓ ଅସ୍ମିତାର ପ୍ରତୀକ’
ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଓ ଦର୍ଶନ ଆଦିକାଳରୁ ମାତୃତ୍ୱର ଉପାସନା ଓ ସମ୍ମାନ କରିଆସିଛି। ବୈଦିକ ଯୁଗରୁ ଆରମ୍ଭ ହୋଇଛି ମାତୃଭୂମିର ସଂସ୍କାର। ରାମାୟଣରେ ରାମଚନ୍ଦ୍ର ଜନନୀ ଓ ମାତୃଭୂମି…
Read More » -
The audience: ଶ୍ରୀରାଧାଙ୍କ ଠାଣି ଓ ବାଣୀ ସହ ବିରହ ଭାବନାରେ ବିଭୋର ଦର୍ଶକ
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ’ର ଉଦ୍ଯାପନୀ କାର୍ଯ୍ୟକ୍ରମ…
Read More » -
Bulldozer: ବାଲିପାଟଣା ହାଟ ଉପରେ ବୁଲ୍ଡୋଜର୍ ପାହାର
ବାଲିପାଟଣା: ପାଖାପାଖି ୪୦ ବର୍ଷ ହେଲା ସରକାରୀ ଜମିରେ ଗଢ଼ିଉଠିଥିବା ବାଲିପାଟଣା ହାଟରେ ଆଜି ବୁଲ୍ଡୋଜର୍ ପାହାର ବସିଛି। ବାଲିପାଟଣା ତହସିଲ କାର୍ଯ୍ୟାଳୟ ସାମ୍ନାରେ ଥିବା ଏହି ବଜାରରୁ ଆଜି…
Read More » -
The flower : ନୂଆବର୍ଷରେ ହସୁଛି ଫୁଲବଜାର
ଭୁବନେଶ୍ୱର: ଆଉ ମାତ୍ର ଦିନକ ପରେ ବଦଳିଯିବ କ୍ୟାଲେଣ୍ଡର। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ନୂଆବର୍ଷ ୨୦୨୬କୁ ସ୍ବାଗତ କରିବାକୁ ସମସ୍ତେ ଚଳାଇଛନ୍ତି ପ୍ରସ୍ତୁତି। ନୂଆ…
Read More » -
Air pollution: ଡରାଇଲାଣି ବାୟୁ ପ୍ରଦୂଷଣ
ଭୁବନେଶ୍ବର: ରାତି ପାହିଲା ବେଳକୁ ରାଜଧାନୀରଯୁଆଡ଼େ ଚାହିଁଲେ କୁହୁଡ଼ି ଭଳି ପରିବେଶ। ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା। ଅଧିକାଂଶ ସ୍ଥାନରେ ଗାଡ଼ିଚାଳକଙ୍କୁ ଠିକ୍ ଭାବେ ରାସ୍ତା ଦେଖାଯାଉ ନଥିଲା।…
Read More » -
The ‘Patha Utsav’: ପୁଣି ଫେରିଲା ‘ପଥ ଉତ୍ସବ’
ଭୁବନେଶ୍ବର: ବର୍ଷକର ବିରତି ପରେ ପୁଣି ଫେରିଛି ଭୁବନେଶ୍ବର ‘ପଥ ଉତ୍ସବ’। ନୂଆବର୍ଷ ୨୦୨୬ ଆରମ୍ଭରୁ ଅର୍ଥାତ୍ ଜାନୁଆରି ୪ ତାରିଖ ରବିବାରରୁ ‘ପଥ ଉତ୍ସବ’ର ଶୁଭାରମ୍ଭ ହେବ।…
Read More » -
Police: ପୁଲିସ ନଜରରେ ରହିବ ସାଲିଆସାହି
ଚନ୍ଦ୍ରଶେଖରପୁର: ସାଲିଆସାହି ଉପରେ ସ୍ବତନ୍ତ୍ର ନଜର ରଖିବ ପୁଲିସ। ଦିନରାତି ଏହି ଅଞ୍ଚଳ ଭିତରେ ପୁଲିସ ପହରା ମାରିବ। ଅପରାଧ ଘଟିବା କ୍ଷଣି ପୁଲିସ ପହଞ୍ଚିବ। ଅପରାଧୀକୁ ଧରିବ।…
Read More »