ଖେଳ
Chess Match: ବିଶ୍ବ ଚେସ୍: ସିନ୍ଦାରୋଭଙ୍କ ସହ ପଏଣ୍ଟ ବାଣ୍ଟିଲେ ଗୁକେଶ
ଭାରତୀୟ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ ଚଳିତ ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଅମୀମାଂସିର ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ବ ବିଜେତା ଗୁକେଶ ବୁଧବାର ନିଜର ପ୍ରଥମ ଗେମ୍ରେ ଉଜ୍ବିକିସ୍ତାନର ଜାଭୋଖିର ସିନ୍ଦାରୋଭଙ୍କ ସହ ଅମୀମାଂସିତ ରଖିଛନ୍ତି।

ଜେନେଭା: ଭାରତୀୟ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶ ଚଳିତ ବିଶ୍ୱ ଚେସ୍ ପ୍ରତିଯୋଗିତାରେ ଅମୀମାଂସିର ଅଭିଯାନ ଆରମ୍ଭ କରିଛନ୍ତି। ବିଶ୍ବ ବିଜେତା ଗୁକେଶ ବୁଧବାର ନିଜର ପ୍ରଥମ ଗେମ୍ରେ ଉଜ୍ବିକିସ୍ତାନର ଜାଭୋଖିର ସିନ୍ଦାରୋଭଙ୍କ ସହ ଅମୀମାଂସିତ ରଖିଛନ୍ତି। ଫଳରେ ତାଙ୍କର ଏହି ପ୍ରଥମ ମୁକାବିଲା ୦.୫-୦.୫ ପଏଣ୍ଟରେ ଶେଷ ହୋଇଛି। କଳା ଗୋଟିରେ ଖେଳିଥିବା ଗୁକେଶ ସମୟ କମ୍ ଥିବାରୁ ଚାପରେ ପଡ଼ିଥିଲେ ମଧ୍ୟ ଚମତ୍କାର ରକ୍ଷଣାତ୍ମକ ଖେଳି ପରାଜୟ ଏଡ଼ାଇଥିଲେ।
ସୌଜନ୍ୟ ସମ୍ବାଦ




