ରାୟଗଡା (ଶିବ ପ୍ରସାଦ ଦୋରା): ଦୁଷ୍କର୍ମ ମାମଲାରେ ଆଜି ରାୟଗଡା ପୋକ୍ସୋ କୋର୍ଟରେ ହାଜର ହୋଇଛନ୍ତି ଆଜାଦ ଓରଫ ଡୁନା କେଶବ ରାଓ। ୨୦୧୩ ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଥାନାରେ ଜଣେ ନାବାଳିକା ମାଓନେତା ଆଜାଦ ଏବଂ ତାଙ୍କର କିଛି ସାଥି ତାଙ୍କୁ ଯୋରଜବରଦସ୍ତି ଘରୁ ଟେକିନେଇ ଜଙ୍ଗଲକୁ ନେଇ ବନ୍ଧୁକମୁନରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଆଜି ଏହି ମାମଲାରେ ଅତିରୀକ୍ତ ଦୌରାଜଜ୍ ତଥା ପୋକ୍ସ କୋର୍ଟର ସ୍ବତନ୍ତ୍ର ଜଜ୍ ସ୍ବେତା ମିଶ୍ର ଆଜାଦଙ୍କ ଓକିଲ ଦାଖଲ କରିଥିବା ପିଟିସନକୁ ନାକଚ କରିବା ସହ ଖାରଜ କରିଦେଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ୨୭/୦୨/୨୦୨୬ରେ ହେବ ବୋଲି ପୋକ୍ସ କୋର୍ଟର ସ୍ବତନ୍ତ୍ର ପିପି ବିରଜା ପାତ୍ର ପ୍ରକାଶ କରିଛନ୍ତି।
Court Judgement: ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ହାଜର ହେଲେ ମାଓନେତା ଆଜାଦ
ଦୁଷ୍କର୍ମ ମାମଲାରେ ଆଜି ରାୟଗଡା ପୋକ୍ସୋ କୋର୍ଟରେ ହାଜର ହୋଇଛନ୍ତି ଆଜାଦ ଓରଫ ଡୁନା କେଶବ ରାଓ। ୨୦୧୩ ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଥାନାରେ ଜଣେ ନାବାଳିକା ମାଓନେତା ଆଜାଦ ଏବଂ ତାଙ୍କର କିଛି ସାଥି ...
