ଦେଶ ବିଦେଶ

Donald Trump: ୟୁ-ଟର୍ଣ୍ଣ ନେଲେ ଟ୍ରମ୍ପ: ସବୁ ଇରାନୀ ଜାହାଜକୁ ସମୁଦ୍ର ଗର୍ଭରେ ଡୁବେଇ ଦେବୁ, ଚୁକ୍ତିନାମା ନହେଲେ ନୂଆ ବର୍ଷ ପରେ ପୁଣି ହେବ ଆକ୍ରମଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ୟୁ-ଟର୍ଣ୍ଣ ନେଇ ଇରାନ ବିରୋଧରେ ଏକ କଡ଼ା ବିବୃତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନ ସହିତ ଆଲୋଚନା ଚାଲିଛି, କିନ୍ତୁ ଯଦି କୌଣସି ଚୁକ୍ତିନାମା ନହୁଏ, ତେବେ ସେ ନୂଆ ବର୍ଷ ୨୦୨୭ ପରେ ଇରାନ ଉପରେ ବଡ଼ ସାମରିକ ଆକ୍ରମଣ ଆଉଥରେ ଆରମ୍ଭ କରାଯିବ।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ୟୁ-ଟର୍ଣ୍ଣ ନେଇ ଇରାନ ବିରୋଧରେ ଏକ କଡ଼ା ବିବୃତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନ ସହିତ ଆଲୋଚନା ଚାଲିଛି, କିନ୍ତୁ ଯଦି କୌଣସି ଚୁକ୍ତିନାମା ନହୁଏ, ତେବେ ସେ ନୂଆ ବର୍ଷ ୨୦୨୭ ପରେ ଇରାନ ଉପରେ ବଡ଼ ସାମରିକ ଆକ୍ରମଣ ଆଉଥରେ ଆରମ୍ଭ କରାଯିବ। ଯଦି ଇରାନ ନୌସେନା ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକାର ଅବରୋଧ ଭାଙ୍ଗେ ତେବେ ଆକ୍ରମଣ କରିବାକୁ ଟ୍ରମ୍ପ ଧମକ ଦେଇ କହିଛନ୍ତି, ସବୁ ଇରାନୀ ଜାହାଜକୁ ସମୁଦ୍ର ଗର୍ଭରେ ଡୁବେଇ ଦିଆଯିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button