ଦେଶ ବିଦେଶ

Earthquake: ତିବ୍ଦତରେ ୫.୯ ତୀବ୍ରତାର ଭୂମିକମ୍ପ

ଚୀନର ତିବ୍ଦତ ଅଞ୍ଚଳରେ ରବିବାର ୫.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍‌ସି) କହିଛି। ଭୂମିକମ୍ପଟି ୯ କିମି ଗଭୀରତାରେ ଅନୁଭୂତ ହୋଇଥିଲା।

ବେଜିଂ: ଚୀନର ତିବ୍ଦତ ଅଞ୍ଚଳରେ ରବିବାର ୫.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍‌ସି) କହିଛି। ଭୂମିକମ୍ପଟି ୯ କିମି ଗଭୀରତାରେ ଅନୁଭୂତ ହୋଇଥିଲା। ଗତ ସପ୍ତାହରେ ଏଠାରେ ୭ ତୀବ୍ରତାର ଭୂମିକମ୍ପ ଆସି ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଓ ୫୪ ଜଣ ଆହତ ହୋଇଥିଲେ। ଉତ୍ତର ଆଞ୍ଚଳିକ ସହର ନାଗକୁରେ ଶହ ଶହ ଘର ଭୁଶୁଡ଼ି ପଡ଼ିଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button