ସମ୍ପାଦକୀୟ

Editorial: ନରାଜ ପ୍ରହେଳିକା

ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଓ ଜୀବିକା ମହାନଦୀର ଜଳ ଉପରେ ନିର୍ଭର କରିଥାଏ। ଦ୍ରୁତ ବିସ୍ତାର ଲାଭ କରୁଥିବା କଟକ ଓ ଭୁବନେଶ୍ବରର ଘନ ଜନବସତିମାନ ଏଇ ଜଳ ଉପରେ ନିର୍ଭର କରିଥାନ୍ତି।

ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଓ ଜୀବିକା ମହାନଦୀର ଜଳ ଉପରେ ନିର୍ଭର କରିଥାଏ। ଦ୍ରୁତ ବିସ୍ତାର ଲାଭ କରୁଥିବା କଟକ ଓ ଭୁବନେଶ୍ବରର ଘନ ଜନବସତିମାନ ଏଇ ଜଳ ଉପରେ ନିର୍ଭର କରିଥାନ୍ତି। ଅନୁମାନ କରାଯାଉଥିବା ଭଳି ଡେଟା ସେଣ୍ଟର ଯଦି ଦୈନିକ ୩୦ ନିୟୁତ ଲିଟର ଜଳ ଶୋଷି ନିଏ, ତେବେ ତାହା ଓଡ଼ିଶାକୁ ଏକ ତୃଷାର୍ତ୍ତ ରାଜ୍ୟରେ ପରିଣତ କରିଦେବ। ସରକାର ଓ ସଂପୃକ୍ତ କଂପାନି ତୁରନ୍ତ ଏ ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିବା ଜରୁରି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button