ଓଡିଶାଜିଲ୍ଲା

Elephant AttackS Woman Death ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ, ପୁଣି ଜଣେ ମହିଳାଙ୍କ ଜୀବନ ଗଲା

ତମଣ୍ଡା ଗାଁରେ ପୁଣି ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା। ସ୍ତ୍ରୀ ସୁଷମା ପଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିବା ବେଳେ ସ୍ଵାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଛନ୍ତି l

ଢେଙ୍କାନାଳ: ଢେଙ୍କାନାଳରେ ତୁଟୁନି ହାତୀ-ମଣିଷ ଲଢ଼େଇ। ଅକାଳରେ ଯାଉଛି ନିରୀହ ଜୀବନ। ତମଣ୍ଡା ଗାଁରେ ପୁଣି ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା। ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲିଚାଲି ଖୁଣ୍ଟୁଝାରି ଗାଁକୁ ଯାଉଥିବା ବେଳେ ଗୋଟିକିଆ ଦନ୍ତା ଆକ୍ରମଣ କରିଥିଲା l ସ୍ତ୍ରୀ ସୁଷମା ପଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିବା ବେଳେ ସ୍ଵାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଛନ୍ତି l

୨୨ ଦିନରେ ୬ଟି ମୁଣ୍ଡ ଗଲାଣି

ଘଟଣା ସ୍ଥଳରେ ଭାପୁର ଫାଣ୍ଡି ପୁଲିସ ଓ ବନ କର୍ମଚାରୀ ପହଞ୍ଚିଛନ୍ତି l ୨୨ ଦିନରେ ୬ଟି ମୁଣ୍ଡ ଗଲାଣି l

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button