ମନୋରଞ୍ଜନ

Entertainment: ନୀତିଙ୍କୁ ପସନ୍ଦ କଠୋର ପୁରୁଷ!

ନାରୀଟିଏ ପୁରୁଷକୁ ଯେଉଁଭଳି ସମ୍ମାନ ଦିଏ, ପୁରୁଷ ନିକଟରୁ ମଧ୍ୟ ଉଚିତ ସମ୍ମାନର ଆଶା ରଖେ। ମାତ୍ର ଏଭଳି ଏକ ଧାରଣାର ବିପରୀତ କଥା କହିଛନ୍ତି ଟେଲିଭିଜନ ଅଭିନେତ୍ରୀ ନୀତି ଟେଲର୍।

ନାରୀଟିଏ ପୁରୁଷକୁ ଯେଉଁଭଳି ସମ୍ମାନ ଦିଏ, ପୁରୁଷ ନିକଟରୁ ମଧ୍ୟ ଉଚିତ ସମ୍ମାନର ଆଶା ରଖେ। ମାତ୍ର ଏଭଳି ଏକ ଧାରଣାର ବିପରୀତ କଥା କହିଛନ୍ତି ଟେଲିଭିଜନ ଅଭିନେତ୍ରୀ ନୀତି ଟେଲର୍। ନିକଟରେ ଏକ ଆଲୋଚନା ସମୟରେ ସେ ଦେଇଥିବା ମନ୍ତବ୍ୟ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି। ଗାଲାଟ୍ଟା ଇଣ୍ଡିଆ ସହିତ ଏକ ସାକ୍ଷାତ୍‌କାରରେ ନୀତିଙ୍କୁ ତାଙ୍କ ସୋ’ ‘କୈସି ୟେ ୟାରିୟାଁ’ର ଲୋକପ୍ରିୟତା ଏବଂ ପାର୍ଥ ସମଥାନ୍‌ଙ୍କ ସହିତ ତାଙ୍କ ଯୋଡ଼ିକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ ମହିଳାମାନେ କଠୋର ଓ ନିୟନ୍ତ୍ରଣକାରୀ ସ୍ୱଭାବର ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ବୋଲି ମତ ରଖିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button