ଦେଶ ବିଦେଶ
Factory Fire: ଚୀନ୍ରେ କପଡ଼ା କାରଖାନାରେ ଅଗ୍ନିକାଣ୍ଡ: ୮ ମୃତ, ଜଣେ ଆହତ
ଚୀନ୍ର ଫୋସାନ୍ରେ ଏକ କପଡ଼ା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ଘଟଣାଟି ରବିବାର ଅପରାହ୍ନ ପ୍ରାୟ ୩ଟାରେ ଘଟିଥିଲା।

ବେଜିଂ:ଚୀନ୍ର ଫୋସାନ୍ରେ ଏକ କପଡ଼ା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ଘଟଣାଟି ରବିବାର ଅପରାହ୍ନ ପ୍ରାୟ ୩ଟାରେ ଘଟିଥିଲା। ଫୋସାନ୍ ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ଅବସ୍ଥିତ।
ସୌଜନ୍ୟ ସମ୍ବାଦ




