ଦେଶ ବିଦେଶ
Fire in Germany: ଜର୍ମାନୀରେ ଅଗ୍ନିକାଣ୍ଡ: ୩ ଭାରତୀୟଙ୍କ ମୃତ୍ୟୁ, ୫ ଗୁରୁତର
ଜର୍ମାନୀର ବୋଚୁମ୍ ସହରରେ ଆଜି ଭୋର ସମୟରେ ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୫ ଓ ୨୭ ବର୍ଷର ଦୁଇଜଣ ମହିଳା...

ନୂଆଦିଲ୍ଲୀ: ଜର୍ମାନୀର ବୋଚୁମ୍ ସହରରେ ଆଜି ଭୋର ସମୟରେ ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୫ ଓ ୨୭ ବର୍ଷର ଦୁଇଜଣ ମହିଳା ଏବଂ ଜଣେ ୨୬ ବର୍ଷର ଯୁବକ ସାମିଲ ଅଛନ୍ତି।
ସୌଜନ୍ୟ ସମ୍ବାଦ




