ମହାନଗର

Fire scare: ନିଆଁ ଭୟ: ୨୦୨୯ ପୂର୍ବରୁ ସଜାଡ଼ି ହେବନି ଭିତ୍ତିଭୂମି

ଦେଶର ବଡ଼ ବଡ଼ ସହରରେ ଏବେ ଅଗ୍ନି ଭୟ ଚିନ୍ତା ବଢ଼ାଇଛି। ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ବର। ରାଜଧାନୀକୁ ଅଗ୍ନି ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଭୁବନେଶ୍ୱର: ଦେଶର ବଡ଼ ବଡ଼ ସହରରେ ଏବେ ଅଗ୍ନି ଭୟ ଚିନ୍ତା ବଢ଼ାଇଛି। ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ବର। ରାଜଧାନୀକୁ ଅଗ୍ନି ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ, ବର୍ତ୍ତମାନ ଉପଲବ୍‌ଧ ଅଗ୍ନି ନିରାପତ୍ତା ଭିତ୍ତିଭୂମି ରାଜଧାନୀ ପାଇଁ ଯଥେଷ୍ଟ ନୁହେଁ। ଏ କଥା ଅଗ୍ନିଶମ ବିଭାଗ ମଧ୍ୟ ଜାଣିଛି। ଅଗ୍ନିଶମ ବିଭାଗର କହିବା ଅନୁଯାୟୀ, ରାଜଧାନୀ ଓ ରାଜଧାନୀ ଚାରିପାଖରେ ଗଢ଼ି ଉଠୁଥିବା ସୁଉଚ୍ଚ ଅଟ୍ଟାଳିକାକୁ ନିଆଁ ଆଁରୁ ସୁରକ୍ଷା ଦେବା ପାଇଁ  ପର୍ଯ୍ୟାପ୍ତ ସାଧନ ନାହିଁ। ଏଥିପାଇଁ ଯୋଜନା ହେଉଛି। କିନ୍ତୁ, ଯୋଜନା  ରୂପରେଖ ନେଲାବେଳକୁ ଆହୁରି ୩ ବର୍ଷରୁ ଅଧିକ ସମୟ ଲାଗିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button