ରାଜ୍ୟ

Flood in Bhadrak: ଲୋକଙ୍କ ପାଖରେ ଠିକ୍‌ ଭାବରେ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି

ଭଦ୍ରକ (ହରିହର ନାୟକ): ଭଦ୍ରକ ବ୍ଲକର ବନ୍ୟା ପରିସ୍ଥିତି ଅଧିକ ଜଟିଳ ହୋଉଥିବା ବେଳେ ଲୋକଙ୍କ ପାଖରେ ଠିକ ଭାବରେ ରିଲିଫ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚି ପାରି ନାହିଁ। ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିବା ସହ ବନ୍ୟା ପରବର୍ତ୍ତୀ ସମୟରେ ଉପୁଜି ଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ପ୍ରତିନିଧି ଦଳ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button